ଗାର୍ଲଫ୍ରେଣ୍ଡକୁ ବିବାହ କରିବା ପାଇଁ ଡ୍ରାଇଭର ସହ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ, ହତ୍ୟାକୁ ଦୁର୍ଘଟଣା ବୋଲି କହିଲେ
ରାଇସେନ୍ : ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ଉଦୟପୁରା ପୋଲିସ୍ ଷ୍ଟେସନ ଅଂଚଳରେ ଜଣେ ବ୍ୟକ୍ତି ପୁନର୍ବାର ବିବାହ କରିବା ପାଇଁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ଘଟଣାକୁ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏହାର ରହସ୍ୟ ଉନ୍ମୋଚିତ ହୋଇଯାଇଛି । ହତ୍ୟାକୁ ଦୁର୍ଘଟଣା!-->…
Read More...
Read More...