ଘୃଣ୍ୟ ଘଟଣା : ଦୁଇ ୱାର୍ଡ ବଏ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ
ପାନିପତ : ରକ୍ତଚାପ ସମସ୍ୟାରେ ହରିୟାଣାର ପାନିପତସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୧୯ ବର୍ଷର ଯୁବତୀ ସହିତ ଡାକ୍ତରଖାନାର ଦୁଇ ୱାର୍ଡ ବଏ ମଙ୍ଗଳବାର ରାତିରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅସୁସ୍ଥ ଯୁବତୀ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ କହିଥିଲେ । ଏହା ପରେ!-->…
Read More...
Read More...