Browsing Tag

news of india

ଅଦ୍‌ଭୂତ ପ୍ରେମ : ୮୨ ବର୍ଷିୟ ଚୌକିଦାରଙ୍କ ପ୍ରେମ କାହାଣୀ, ତାଙ୍କ ପ୍ରଥମ ପ୍ରେମ ୫୦ ବର୍ଷ ପରେ ଫେରିବ

ନୂଆଦି‌ଲ୍ଲୀ : ଜୀବନର ପ୍ରଥମ ପ୍ରେମକୁ ଭୁଲିଯାଅ ନାହିଁ । ଏହା ପୁଣି ଦୀର୍ଘ ୫୦ ବର୍ଷ ପରେ ଫେରି ଆସିବ, ଏଭଳି ଦୃଶ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ କେବଳ ସିନେ ପରଦାରେ ଦେଖାଯାଇଥିଲା । କି‌ନ୍ତୁ ଏବେ ବା‌ସ୍ତବରେ ଏଭଳି ଏକ କାହାଣୀ ନଜର୍‌କୁ ଆସିଛି । ତେବେ, ଏହି କାହାଣୀ ଜୟସଲମରର ଏକ ନିଛାଟିଆ…
Read More...

ପଶ୍ଚିମବଙ୍ଗରେ ବିଜେପିର ବିଜୟ ନିଶ୍ଚିତ : ନଡ୍‌ଡା

ନୂଆଦି‌ଲ୍ଲୀ : ବିଜେପି ଅଧ୍ୟକ୍ଷ ଜେପି ନ୍‌ଡଡା କହିଛନ୍ତି ଯେ, ଆମେ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛୁ ଏବଂ ଫଳାଫଳ ଆଶ୍ଚର୍ୟ୍ୟଜନକ ହେବ । ପଶ୍ଚିମବଙ୍ଗବାସୀ ମମତା ସରକାର ହଟାଇବାକୁ ଆଗ୍ରହୀ ଅଛନ୍ତି । ପ୍ରଥମ ଦୁଇଟି ପର୍ୟ୍ୟାୟରେ ଏହା ସ୍ପଷ୍ଟ ହୋଇଛି ଯେ, ଟିଏମସି ଚାଲିଯାଇଛି ଏବଂ…
Read More...

କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାରରୁ ଅଧିକ ନୂଆ ରୋଗୀ, କୋଭିଡ କାରଣରୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି

ନୂଆଦି‌ଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗତି ଜାରି ରହିଛି । କରୋନା ସଂକ୍ରମଣରେ ଦୈନିକ ରୋଗୀଙ୍କ ସଂଖ୍ୟା ଅସ୍ଥିର ହେବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ମହାମାରୀ ଏକ ବିସେ୍‌ସ୍ଫାରକ ରୂପ ନେଇଛି, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ…
Read More...

ନିର୍ବାଚନ ମଇଦାନ : ଆସାମରେ ଅମିତ ଶାହାଙ୍କ ତିନୋଟି ରାଲି, ତାମିଲନାଡୁ ଏବଂ କେରଳରେ ଯୋଗୀ ଗର୍ଜିବେ

ନୂଆଦି‌ଲ୍ଲୀ : ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଗୁରୁବାର ଦିନ ଧାର୍ୟ୍ୟ କରାଯାଇଛି । ପଶ୍ଚିମବଙ୍ଗର ୩୦ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଆସାମରେ ୩୯ ଟି ସିଟ୍ ପାଇଁ ଭୋଟ୍ ଦିଆଯିବ । ଏହାପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରଚାର ମଙ୍ଗଳବାର ଶେଷ ହୋଇଥିଲା ।…
Read More...

ମାନସିକ ଅସୁସ୍ଥ ଭଉଣୀକୁ ହଇରାଣ କରୁଥିବାରୁ ୩୦ ବର୍ଷର ପୁଅକୁ ହତ୍ୟା କଲା ନିରୁପାୟ ମା’

ଆମ୍ରେଲି : ଗୁଜୁରାଟର ଆମ୍ରେଲି ଜିଲ୍ଲାର ଖେଡା ଗ୍ରାମରେ ମାନସିକ ଅସୁସ୍ଥ ଭଉଣୀକୁ ହଇରାଣ କରୁଥିବାରୁ ୩୦ ବର୍ଷର ପୁଅକୁ ହତ୍ୟା କରିଛି ଜଣେ ନିରୁପାୟ ମା' । ସୋମବାର ପୋଲିସ ଏହି ସୂଚନା ଦେଇଛି । ସୋମବାର ବିଳମ୍ବିତ ରାତିରେ ପିପବାବ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ରବିବାର…
Read More...

ଘୃଣ୍ୟ ଘଟଣା : ଯାଂଚ ବାହାନାରେ ଡାକ୍ତର ମହିଳାଙ୍କୁ ହୋଟେଲକୁ ଡକାଇ ଚେତାଶୂନ୍ୟ ଔଷଧ ଦେଇ ବଳାତ୍କାର କରିଥିବା ଅଭିଯୋଗ

ମୋହାଲି : ଚିକିତ୍ସାର ବାହାନା କରି ଡାକ୍ତର ମହିଳାଙ୍କୁ ହୋଟେଲକୁ ଡାକି ବଳାତ୍କାର କରିଥିବା ଭଳି ଏକ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଡାକ୍ତର ମହିଳାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ । ପୋଲିସ ଶ୍ରୀଗଙ୍ଗାନଗର ଅଭିଯୁକ୍ତ ଡ. ସୁଭାଷ ରାଜୋରିଆଙ୍କ ବିରୋଧରେ ମାମଲା ରୁଜୁ କରିଛି ।…
Read More...

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ୍‌ : ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବାକ୍‌…

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏବଂ ବିବୃତ୍ତିର ଉତ୍ତାପ ରାଜନୈତିକ ତାପମାତ୍ରାକୁ ଆହୁରି ବଢ଼ାଉଛି । ସୋମବାର ଦିନ ନନ୍ଦିଗ୍ରାମ ଆସନରେ ତ୍ର୍ରୁଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଶୁଭେନ୍ଧୁ ଅଧିକାରୀଙ୍କ…
Read More...

କୃଷକମାନେ ଦିଲ୍ଲୀ ସୀମାରେ ହୋଲି ଏବଂ ହୋଲା ମୋହ‌ଲ୍ଲା ପାଳନ କଲେ

ନୂଆଦିଲ୍ଲୀ : କେନ୍ଦ୍ରର ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ସୋମବାର ଦିଲ୍ଲୀ ସୀମାରେ ହୋଲି ଏବଂ 'ହୋଲା ମୋହ‌ଲ୍ଲା' ପାଳନ କରିଛ‌ନ୍ତି । ତିନୋଟି ନୂତନ କୃଷି ଆଇନ ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ପୃଥକ ଆଇନ ରଦ୍ଦ ହେବା ପର୍ୟ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି…
Read More...

କୃଷକଙ୍କ ଦେଶବ୍ୟାପୀ ବ‌ନ୍ଦ ଆରମ୍ଭ ହୋଇଛି : ବିରୋଧକାରୀମାନେ ଗାଜିପୁର ସୀମାକୁ ଅବରୋଧ କଲେ

ନୂଆଦିଲ୍ଲୀ : ଗତ ଚାରିମାସ ଧରି ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ମାର୍ଚ୍ଚ ୨୬ ଶୁକ୍ରବାର ଦିନ ଦେଶବ୍ୟାପୀ ଭାରତ ବ‌ନ୍ଦ ଡାକରା ଦେଇଛନ୍ତି । ଏହି ବ‌ନ୍ଦ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଚାଲିବ । କୃଷକ ନେତାମାନେ କହିଛନ୍ତି ଯେ, ଭରତ ବ‌ନ୍ଦରେ ଯୋଗଦେବାକୁ…
Read More...

୩୦ ଲକ୍ଷ ପରିବାରକୁ ମାସକୁ ୩୦୦୦ ଟଙ୍କା ଆର୍ଥିକ ସହାୟତା : ଆସାମ ପାଇଁ ବିଜେପିର ପ୍ରତିଶୃତି

ଗୌହାଟି : ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ନିଜର ମନିଫେଷ୍ଟୋ ପ୍ରକାଶ କରିଛି ଏବଂ ମନିଫେଷ୍ଟୋରେ ଭାରତୀୟ ଜନତା ପାର୍ଟି ଆସାମବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତି ମାସରେ ଆର୍ଥିକ ସହାୟତା । ଭାରତୀୟ ଜନତା…
Read More...