ପଶ୍ଚିମବଙ୍ଗରେ ବିଜେପିର ବିଜୟ ନିଶ୍ଚିତ : ନଡ୍‌ଡା

ନୂଆଦି‌ଲ୍ଲୀ : ବିଜେପି ଅଧ୍ୟକ୍ଷ ଜେପି ନ୍‌ଡଡା କହିଛନ୍ତି ଯେ, ଆମେ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛୁ ଏବଂ ଫଳାଫଳ ଆଶ୍ଚର୍ୟ୍ୟଜନକ ହେବ । ପଶ୍ଚିମବଙ୍ଗବାସୀ ମମତା ସରକାର ହଟାଇବାକୁ ଆଗ୍ରହୀ ଅଛନ୍ତି । ପ୍ରଥମ ଦୁଇଟି ପର୍ୟ୍ୟାୟରେ ଏହା ସ୍ପଷ୍ଟ ହୋଇଛି ଯେ, ଟିଏମସି ଚାଲିଯାଇଛି ଏବଂ ଏଠାରେ ବିଜେପି ସରକାର ଗଠନ ହେଉଛି । ବିଜେପିର ବିଜୟ ନିଶ୍ଚିତ ।

Leave A Reply

Your email address will not be published.

seventeen + 1 =