Browsing Tag

Newdelhi news

ପଶ୍ଚିମ ଏସିଆର ସାମ୍ପ୍ରତିକ ପରସ୍ଥିତି ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ତୈଳ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଗତିଶୀଳତାକୁ ତ୍ୱରାନ୍ୱିତ କରିଛନ୍ତି ସରକାରଇଭି ଗ୍ରହଣ ଏବଂ ଉତ୍ପାଦନ ଗତିକୁ ବଜାୟ ରଖିବା ପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାକୁ ପ୍ରୋତ୍ସାହନଘରୋଇ ଏଲପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ ରହିଛିସୁରକ୍ଷିତ ଭାବରେ ହର୍ମୁଜ୍
Read More...

କଲାଇ-୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ଅଞ୍ଜା ଜିଲ୍ଲାରେ ୧୨୦୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ; ୧୪,୧୦୫.୮୩ କୋଟି ଟଙ୍କା ନିବେଶ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ
Read More...

ବିଶ୍ୱାସ ଆଇନରେ ନୁହେଁ, ନ୍ୟାୟରେ ତିଆରି ହୁଏ ବୋଲି ଶ୍ରୀ ବିଶିଙ୍କ କଡା ଚେତାବନୀ

"ଜନ ବିଶ୍ୱାସ ନା ଜନଭ୍ରମ ସରକାରଙ୍କୁ ବିଶିଙ୍କ ପ୍ରଶ୍ନ” ବଞ୍ଚିବା ସହଜ ବ୍ୟବସାୟ କରିବା ସହଜ ନୀତିରେ ଗରିବ ଯେତେବେଳେ ପୀଡିତ, ସେତେବେଳେ କେଉଁଠି ଜନ ବିଶ୍ୱାସ ?”“ଶେଷ ଲୋକ ପର୍ଯ୍ୟନ୍ତ ବିଶ୍ୱାସ ପହଞ୍ଚୁ : ସାଂସଦ ଶ୍ରୀ ବିଶିଙ୍କ ବିରାଟ ଆହ୍ୱାନ” ନୂଆଦିଲ୍ଲୀ, ରାଜ୍ୟସଭା ସାଂସଦ
Read More...

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଦିଆଗଲା ସ୍ୱତନ୍ତ୍ର ରିହାତିଏହି ରିହାତି ଦ୍ୱାରା ପେଟ୍ରୋକେମିକାଲ୍ ଫିଡ୍ଷ୍ଟକ୍ ସହିତ ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରାସାୟନିକ ପଦାର୍ଥ, ଅଟୋମୋଟିଭ୍ କ୍ଷେତ୍ର ଗୁଡ଼ିକ ଲାଭବାନ ହେବେ ଏବଂ ଗ୍ରାହକମାନଙ୍କୁ ଆଶ୍ୱସ୍ତି
Read More...

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବିଧେୟକ (ସାଧାରଣ ପ୍ରଶାସନ) ଉପରେ ସାଂସଦ ନିରଞ୍ଜନ ବିଶିଙ୍କ କଡ଼ା ସମାଲୋଚନା

ରାଜ୍ୟ ପୋଲିସ ଭୂମିକା ଦୁର୍ବଳ ହେଲେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହେବ ।ବଲାଙ୍ଗିର ନକ୍ସଲ ମୁକ୍ତିରେ ଓଡ଼ିଶା ପୁଲିସର ମୁଖ୍ୟ ଭୂମିକା : ସହଯୋଗୀ ଭୂମିକାରେ କେନ୍ଦ୍ରୀୟ ବଳ ।କେନ୍ଦ୍ରୀକରଣ ବଢ଼ିଲେ ସମନ୍ୱୟ ନୁହେଁ, ସଂଘର୍ଷ ବଢ଼ିବ : ସାଂସଦ ଶ୍ରୀ ବିଶିଙ୍କ ଚେତାବନୀ ।ସିଏପିଏଫରେ ୯୩ ହଜାର ପଦ
Read More...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସି.ପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ହାତ ଗଣତି ଦିନ ବାକି ରହିଛି । ଆସନ୍ତାକାଲି ନାମାଙ୍କନ ଭରିବା ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ପ୍ରସ୍ତାବତ ହୋଇଛନ୍ତି । ଏନ୍‌ଡିଏ
Read More...

ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ପିନ୍ଧିଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ : ଦେଶକୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମିଳି ସାରିଛି । ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ପ୍ରତିଯୋଗିତାରେ ମନିକା ବିଶ୍ୱକର୍ମା ମୁକୁଟ ପିନ୍ଧାଇଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିବା ପରେ ମନିକା ବିଶ୍ୱକର୍ମାଙ୍କ ମୁହଁରେ କେବଳ ହସ ଆଉ
Read More...

ରାଜ୍ୟସଭାରେ ଅପରେସନ ସିନ୍ଦୂର ସ୍ୱତନ୍ତ୍ର ଆଲୋଚନା ପ୍ରସଙ୍ଗରେ : ସାଂସଦ ଶ୍ରୀ ବିଶିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଦୃଢ଼, ସଫଳ, ନିର୍ଣ୍ଣାୟକ "ଅପରେସନ୍ ସିନ୍ଦୂର" ଉପରେ ସ୍ୱତନ୍ତ୍ର ଆଲୋଚନା ସମୟରେ, ଆଜି ସାଂସଦ (ରାଜ୍ୟସଭା) ନିରଞ୍ଜନ ବିଶି ଅପରେସନ ସମୟରେ ପ୍ରାଣବଳି ଦେଇଥିବା ସମସ୍ତ ସହିଦ ସୈନିକ ଏବଂ ସାମରିକ
Read More...

ରଜ ମହୋତ୍ସବ ପାଳିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଅହମ୍ମଦାବାଦ ପ୍ଳେନ୍ ଟ୍ରାଜେଡି ପାଇଁ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ : ରଜପର୍ବ ହେଉଛି ଓଡ଼ିଶାର ଏକ ପାରମ୍ପରିକ ପର୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପରମ୍ପରାକୁ ଗତ ଦୁଇବର୍ଷ ହେଲା ରାଷ୍ଟ୍ରପତି ଭବନରେ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଥିଲେ । ଏଠାରେ ଦୋଳି, ଓଡ଼ିଶାର ବିଭିନ୍ନ ସୁସ୍ୱାଦୁ ପିଠା ଓ ଅନ୍ୟ ଖାଦ୍ୟସାମଗ୍ରୀ ପ୍ରସ୍ତୁତ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ଜଣକ ଅକାଳ ବିୟୋଗ

ନୂଆଦିଲ୍ଲୀ : ପୋଲ ଉପରୁ ପିକଅପ ଖସି ୫ ଜଣକ ମୃତ୍ୟୁ । ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଞ୍ଜାବର ଲୁଧିଆନାରୁ ମଣ୍ଡିରେ ଆଇଆଇଟି କମାନ୍ଦ ଯାଉଥିଲା । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ
Read More...