ଆସନ୍ତାକାଲିଠାରୁ ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଷଷ୍ଠତମ ବିରାଟ ଧନୁଯାତ୍ରା ମହୋତ୍ସବ ଆସନ୍ତାକାଲି ୧୪ ତାରିଖ ଶୁକ୍ରବାରରୁ ୨୦ତାରିଖ ଗୁରୁବାର ପର୍ଯ୍ୟନ୍ତ ସ୍ଥାନୀୟ ଧନୁଯାତ୍ରା ପଡିଆରେ ମହାସମାରୋହରେ ଅନୁଷ୍ଠିତ ହେବ!-->…
Read More...
Read More...