Browsing Tag

muribahal news

ଓଡ଼ିଶା ସ୍ଵର୍ଣ୍ଣ ପଦକ ବିଜୟୀ ଦଳରେ ଡଙ୍ଗରପଡ଼ା ଗ୍ରାମର ଝିଅ ବାସନ୍ତୀ ନାଗଙ୍କ ଉତ୍କୃଷ୍ଟ କ୍ରୀଡା ପ୍ରଦର୍ଶନ, ବିଭିନ୍ନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡିଶା ବାଳିକା ଦଳ ସ୍ୱର୍ଣ୍ଣ ପଦକ ଓ ବାଳକ ଦଳ ରୌପ୍ୟ ପଦକ ଜିତି ସନ୍ତୁଷ୍ଟ ହୋଇଥିଲା । ଏହି ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ବିହାରଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡ଼ାରେ ବଲାଙ୍ଗୀର ଜିଲ୍ଲା…
Read More...

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍କୃଷ୍ଟ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସଦ୍ୟ ପ୍ରକାଶ ପାଇଥିବା ସିବିଏସ୍‌ଇ ୨୦୨୫ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ବ୍ଲକ ସଦର ମହକୁମାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରୁ ଚଳିତ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି :
ପବନରେ ବହୁ ଘର ଭାଙ୍ଗିବା ସହ ଗଛ ବିଦ୍ୟୁତ୍ ଖୁଣ୍ଟ
…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଅତି ପ୍ରବଳ ବେଗରେ ପବନ ବୋହି ବହୁ ମାଟି ଓ ଆଜବେଷ୍ଟସ୍‌ ଘର ଭାଙ୍ଗି ଯାଇଥିବା ବେଳେ ଗଛ ଓ ବିଦ୍ୟୁତ୍…
Read More...

କୁର୍ଲୁବାହାଲ ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କୁ ରାଜ୍ୟପାଳ ପୁରସ୍କାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ଗ୍ରାମସ୍ଥିତ ମଧୁସୂଦନ ହୃଷିକେଶ ମେହେର ଉଚ୍ଚ ବିଦ୍ୟାଳୟର ବରିଷ୍ଠ କ୍ରୀଡା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଛି । ସେ ଦୀର୍ଘ ୨୦ବର୍ଷ ଧରି ଭାରତ ସ୍କାଉଟ ଓ…
Read More...

ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ଚନ୍ଦନଯାତ୍ରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନପଡ଼ା) ତେନ୍ତୁଳିଖୁଣ୍ଟି ଓ ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଦୀର୍ଘ ୬ଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ସୋମବାର ବୈଶାଖ…
Read More...

ଲେବଡା ପଞ୍ଚାୟତ ସଦର ମହକୁମାରେ ଦୁଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତ ସଦର ମହକୁମାରେ ଥିବା ନବନିର୍ମିତ ମାଁ ପାଟଣେଶ୍ୱରୀ ଓ କାଳିକା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଗାଁର ସମସ୍ତ ମହିଳା ଓ ପୁରୁଷ ସଂକୀର୍ତ୍ତନ୍ୟ ସହ ଗାଁରେ ଥିବା ଶିବମନ୍ଦିର ବନ୍ଧରୁ…
Read More...

ଯମୁନା, ବନବାହାଲ, ବାରବନ୍ଧ, ଷ୍ଟେସନ ପଡ଼ା ସହ ବିଭିନ୍ନ ଗ୍ରାମରେ ଚନ୍ଦନଯାତ୍ରା ମହୋତ୍ସବ ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଅଞ୍ଚଳର ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନ ପଡ଼ା) ସମେତ ବିଭିନ୍ନ ଗ୍ରାମରେ ବୁଧବାରଠାରୁ ଚନ୍ଦନ ଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଚନ୍ଦନ…
Read More...

ଅନଲାଇନ୍ ବେଟିଂ କାରବାରରୁ ଯୁବକଙ୍କୁ ବିଭତ୍ସ ହତ୍ୟା

ଟ୍ରେନ ଲାଇନରେ ଫିଙ୍ଗିଦେଲେ ମୃତଦେହମାଳିଶିରା-ରହେନଭଟା ଟ୍ରେନ ଲାଇନ ପାର୍ଶ୍ଵରୁ ବୁଲେଟ ସହ ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା- ରହେନଭଟା ମଧ୍ୟବର୍ତ୍ତି ବିଟାବନ୍ଧ (ନୂଆପଡା) ଗ୍ରାମ ନିକଟ ଟ୍ରେନ ଲାଇନ ୧୯୩/୧୭ ପାଖରୁ ଜଣେ…
Read More...

ମୁରିବାହାଲ-ବଲାଙ୍ଗିର ରାସ୍ତାରେ କାର ଓଲଟି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ପରିବାର, ୩ ଆହତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ- ବଲାଙ୍ଗିର ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତାର ବାବେଜୁରୀ ଗାଁ ହରଗୌରୀ ମନ୍ଦିର ନିକଟ ବୁଲାଣିରେ ରବିବାର ପୂର୍ବାହ୍ନରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ବଲାଙ୍ଗିର ସହରର ଏକ ପରିବାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।…
Read More...

ଦୀର୍ଘ ୨୦ବର୍ଷ ପରେ ବାନ୍ଦୁପଲାରେ ୫୫ଜଣ ଭୂମିହୀନଙ୍କୁ ଜମି ଚିହ୍ନଟ ସହ ଦଖଲ ଅଧିକାର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ଇଚ୍ଛାପଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମର ୫୫ଜଣ ଭୂମିହୀନ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଦୀର୍ଘ ୨୦ବର୍ଷ ପରେ ୪ଡିସିମିଲ ଲେଖାଏଁ ଜମି ଚିହ୍ନଟ କରି ସୀମା ନିର୍ଦ୍ଧାରଣ ସହ ଦଖଲ ଅଧିକାର ପ୍ରଦାନ…
Read More...