Browsing Tag

muribahal news

ବାବେଜୁରୀ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମରେ ରବିବାର ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ଏହି କଳସ ଶୋଭାଯାତ୍ରାରେ ବାହାରି ଗ୍ରାମର ଜୁନହା ବନ୍ଧଠାରୁ ପାଣି…
Read More...

ହଳଦୀ ମଣ୍ଡଳ ପକ୍ଷରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଥ ସଞ୍ଚାଳନ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକ ପୂର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଖଣ୍ଡ ହଳଦୀ ମଣ୍ଡଳଠାରେ ସଂଘର ସମସ୍ତ ସ୍ୱୟଂସେବକମାନଙ୍କ ଦ୍ୱାରା ଏକ ଭବ୍ୟ ପଥ ସଞ୍ଚାଳନ ଓ ପରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...

ଗୋଇମୁଣ୍ଡ ଗ୍ରାମରେ ଅନୁଷ୍ଠିତ ପାର୍ବଣ ଉତ୍ସବ “ଦଶରା” ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମଠାରେ ଅନୁଷ୍ଠିତ ୪୯ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ଅବସରରେ ଆୟୋଜିତ ପାର୍ବଣ ଉତ୍ସବ "ଦଶରା" ଉଦଯାପିତ ହୋଇଯାଇଛି । ଆୟୋଜକ କମିଟିର ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ…
Read More...

ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକର ଲେବଡା ପଞ୍ଚାୟତ ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ଏକ ସୁନ୍ଦର ସାଂସ୍କୃତିକ ପ୍ରତିଯୋଗୀତା (ଡ୍ୟାନ୍ସ ଡ୍ୟାନ୍ସ) ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଛି…
Read More...

ଦେବଙ୍ଗ ଗ୍ରାମରେ ମା’ ଦ୍ୱାରସେନୀ ଛତର ବାଉତିଙ୍କ ଛତର ଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମ ଠାରେ ମା' ଦ୍ୱାରସେନୀ ଛତର ବାଉତିଙ୍କ ଛତର ଯାତ୍ରା ମଙ୍ଗଳବାର ଦ୍ୱାରସେନୀ ମନ୍ଦିର ଠାରୁ ନିକଟରେ ଥିବା ଗ୍ରାମ ମୁଖ୍ୟରାସ୍ତା ନିକଟରୁ ମା'ଙ୍କ ଛତର ଅଣା ଯାଇଥିଲା । ମା'ଙ୍କ ଯାତ୍ରା ଦେଖିବା ପାଇଁ…
Read More...

ମୁରିବାହାଲ ବ୍ଲକର ବିଭିନ୍ନ ଦୁର୍ଗାପୂଜା ମେଢ଼ ଦର୍ଶନ କରି ମାଁଙ୍କ ଆଶିଷ ନେଲେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜା ସୋମବାର ମୁରିବାହାଲ ବ୍ଲକରେ ହେଉଥିବା ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ଜଗତ ଜନନୀ ମାଁ ଦୁର୍ଗାଙ୍କ…
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଚାଲିଥିବା ଜାତୀୟ ସେବା ଶିବିର ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ କୋ ୟୁନିଟ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ସେବା ଶିବିର ଉଦଯାପିତ ହୋଇଯାଇଛି । ଗତ ୭ଦିନ ଧରି ଚାଲିଥିବା ଏହି ସ୍ଵତନ୍ତ୍ର ସେବା ଶିବିରର…
Read More...

ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ପଞ୍ଚମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଉତ୍ପାଦକ ଗୋଷ୍ଠୀ ଓ କର୍ମୀଙ୍କୁ ମାନପତ୍ର ଦେଇ ସମ୍ମାନିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମା କଲ୍ୟାଣମଣ୍ଡପରେ ବିଓଡ଼ି ସଦସ୍ୟା କେତକୀ ହଂସଙ୍କ ସଭାପତିତ୍ୱରେ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ପଞ୍ଚମ…
Read More...

ମୁରିବାହାଲ ବ୍ଲକସ୍ତରୀୟ ଜିପିଏଲଏଫ୍ ମିଶନ ଶକ୍ତି- ଓଏଲଏମ କର୍ମୀ ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଜିପିଏଲଏଫ ମିଶନ ଶକ୍ତି- ଓଏଲଏମ କର୍ମୀ ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ଦେବା ସହ ଅଫିସ୍ ବନ୍ଦ କରି ସମ୍ମୁଖରେ ଗଣଧାରଣା ଦେଉଛନ୍ତି । ବିଡ଼ିଓଙ୍କୁ ଦିଆଯାଇଥିବା ଦାବୀପତ୍ର ମୁତାବକ…
Read More...

ପୁଣି ଜଣଙ୍କ ମୁଣ୍ଡ ନେଲେ ହାତୀପଲ

ବଣୁଆ ହାତୀପଲ ଆକ୍ରମଣରେ ଖଲିଆପାଲିର ଜଣଙ୍କ ମୃତ୍ୟୁମୁରିବାହାଲ ରେଞ୍ଜରେ ୬୦ଟିକିଆ ହାତୀପଲଙ୍କ ଆତଙ୍କ ଜାରି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ବର୍ଷେ ହେଲା ୬୦ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଛି । ରବିବାର ଅପରାହ୍ନରେ…
Read More...