ଲେବଡା ପଞ୍ଚାୟତ ସଦର ମହକୁମାରେ ଦୁଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତ ସଦର ମହକୁମାରେ ଥିବା ନବନିର୍ମିତ ମାଁ ପାଟଣେଶ୍ୱରୀ ଓ କାଳିକା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଗାଁର ସମସ୍ତ ମହିଳା ଓ ପୁରୁଷ ସଂକୀର୍ତ୍ତନ୍ୟ ସହ ଗାଁରେ ଥିବା ଶିବମନ୍ଦିର ବନ୍ଧରୁ!-->…
Read More...
Read More...