Browsing Tag

muribahal news

ଧର୍ମପରାୟଣା ମହିଳା ଯମୁନା ମେହେରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ବଜାରପଡ଼ାରେ ରହୁଥିବା ଧର୍ମପରାୟଣା ମହିଳା ଯମୁନା ମେହେରଙ୍କ ଆଜି ଗୁରୁବାର ସକାଳେ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତରେ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା…
Read More...

ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ବାଲ୍ୟ ବିବାହ, କନ୍ୟା ସନ୍ତାନଙ୍କୁ ଶିକ୍ଷା, ସଚେତନତା ଓ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : "ନୂଆଁ-ଓ" ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଆଜି ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବଲାଙ୍ଗିର ଜିଲ୍ଲା ପରିଷଦ…
Read More...

୨ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ଆନ୍ଦୋଳନରେ ମୁରିବାହାଲ ଅଗ୍ନିଶମ ସେବା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଦମକଳ କେନ୍ଦ୍ରରେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ନିଜର ୨ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି । କର୍ମଚାରୀମାନେ ନିଜର ଏହି ଦୁଇ…
Read More...

ଗୁଡିଘାଟ ପଞ୍ଚାୟତ ଚାଷୀଙ୍କ ଲଘୁଚାପ ବର୍ଷାରେ ଧାନ ଫସଲ ନଷ୍ଟ ଯୋଗୁଁ ସରକାରୀ ସହାୟତା ପାଇଁ ରାଜସ୍ଵ ନିରୀକ୍ଷକଙ୍କୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ଚାଷୀମାନଙ୍କ ପକ୍ଷରୁ ଲଘୁଚାପ ବର୍ଷାରେ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ମୁରିବାହାଲ ତହସିଲଦାରଙ୍କୁ ଗୁଡିଘାଟ ରାଜସ୍ଵ ନିରୀକ୍ଷକଙ୍କ ଜରିଆରେ…
Read More...

‘କୋଶଳ ପ୍ରବାହ’ର ମହାପ୍ରଭାବ : ଫୁଟବଲ ଖେଳରେ ଘୁଡୁଘୁଡୁ ପଟ୍ଟି ଉପରେ ମୁରିବାହାଲ ପୁଲିସର ଚଢାଉ, ୪ଗିରଫ

ମାମଲା ରୁଜ୍ଜୁ, ମୋଟ ଟ୧୮ହଜାର, ୩୪୦ଟଙ୍କା ସହ ବହୁ ସାମଗ୍ରୀ ଜବତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ତଥା ବ୍ଲକ ଅଞ୍ଚଳର ୨୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେଉଥିବା ଫୁଟବଲ, କ୍ରିକେଟ ମ୍ୟାଚ, ଯାନିଯାତ୍ରା, ବଜାର, ଜନଗହଳି ସ୍ଥାନ…
Read More...

ମୁରିବାହାଲରେ ୭ଦଫା ଦାବୀରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ : ବ୍ଲକ ଅଞ୍ଚଳରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଡାକ ମଣ୍ଡଳ ଅନ୍ତର୍ଗତ ମୁରିବାହାଲ ସବପୋଷ୍ଟ ଅଫିସ ସମ୍ମୁଖରେ ୧୬ଟି ପୋଷ୍ଟଅଫିସର ବ୍ରାଞ୍ଚ ପୋଷ୍ଟମାଷ୍ଟର ଓ ଡାକ କର୍ମଚାରୀମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଭିଲ…
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୁଆଁ -ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଷଷ୍ଠ ଦିନରେ ଆଜି ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମୁରିବାହାଲ…
Read More...

କୁର୍ଲୁବାହାଲ ଗ୍ରାମରୁ ନାବାଳିକା ନିଖୋଜ ଘଟଣା : ସମ୍ବଲପୁର ସାକ୍ଷୀପଡାରୁ ଉଦ୍ଧାର

ଅପହରଣ ଅଭିଯୋଗରେ ବେଗପଡା, ଡୁଙ୍ଗୁରୀପାଲିର ଯୁବକ ଶୁଭମ୍ ଛୁରା ପୋକସୋ କୋର୍ଟ ଚାଲାଣ ପରେ ଜେଲ ଗଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ଗତ ୨୯ ତାରିଖ ସନ୍ଧ୍ୟାରୁ ଘରୁ…
Read More...

ଖରାଲି ରହେନଚୁଆଁମୁଣ୍ଡା ସିଦ୍ଧ ଲିଙ୍ଗେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟର ବାର୍ଷିକ ଉତ୍ସବ : ପଶ୍ଚିମ ଓଡ଼ିଶା ବିକାଶ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଖରାଲି ଗ୍ରାମ ନିକଟରେ ଥିବା ପ୍ରସିଦ୍ଧ ସିଦ୍ଧି କ୍ଷେତ୍ର ରହେନଚୁଆଁ ମୁଣ୍ଡା ବ୍ରାହ୍ମଣୀ ପାହାଡ଼ଠାରେ ଶ୍ରୀ ସିଦ୍ଧ ଲିଙ୍ଗେଶ୍ୱର ମହାଦେବ ମନ୍ଦିରରେ…
Read More...

ମୁରିବାହାଲ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଆଜି ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ…
Read More...