ଦେବଙ୍ଗ ନିଶାମଣି ଭୋଇ ସ୍ମାରକୀ ଫୁଟବଲ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଂଚାୟତ ଦେବଙ୍ଗ ଗ୍ରାମର ମିନି ଷ୍ଟାଡିଅମ ଖେଳପଡିଆଠାରେ ୧୨ତମ ନିଶାମଣି ଭୋଇ ସ୍ମାରକ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦେବଙ୍ଗ ନିଶାମଣି ଭୋଇ ଫୁଟବଲ ଆସୋସିଏସନ୍ ତରଫରୁ!-->…
Read More...
Read More...