Browsing Tag

m.rampur news

ମ.ରାମପୁର ସରପଞ୍ଚ ହେଲେ ବୀଣାପାଣି ସାହୁ

ମ.ରାମପୁର, (ହେମନ୍ତ ସାହୁ) : ଅଣସଂରକ୍ଷିତ ମହିଳା ବର୍ଗଙ୍କ ପାଇଁ ରହିଥିଲା ମ.ରାମପୁର ଗ୍ରାମ ପଞ୍ଚାୟତ । ସଦର ଗ୍ରାମ ପଞ୍ଚାୟତ ହୋଇଥିବା କାରଣରୁ ଉପଯୁକ୍ତ ପ୍ରାର୍ଥୀ ନହେଲେ ପଞ୍ଚାୟତ ଚଳାଇବା ଗୋଟେ ପ୍ରକାର ଅସମ୍ଭବ । ଏଣୁ ସମାଜସେବୀ ସତ୍ୟ ନାରାୟଣ ସାହୁ ନିଜ ଧର୍ମପତ୍ନୀଙ୍କୁ ଏହି…
Read More...

ସମିତିରେ ବିଶ୍ୱାଳ ଦମ୍ପତ୍ତି

ମ.ରାମପୁର, (ହେମନ୍ତ ସାହୁ) : ଜୀବନ ସାଥୀ । ସୁଖରେ ଦୁଃଖରେ ଛାଇ ପରି । ତେବେ ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ ସମାଜସେବାରେ ବି ନିଜ ଧର୍ମପତ୍ନୀଙ୍କୁ ବାଦ ଦିଅନ୍ତିନି । ପୂର୍ବରୁ ସରପଞ୍ଚ ରହିଥିବା ନିଜର ଧର୍ମପତ୍ନୀ ଏଥର ସିଂହପୁର ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ନିର୍ବାଚିତ…
Read More...

ଅଣସଂରକ୍ଷିତ ଆସନରେ ପୁରୁଷଙ୍କୁ ପଛରେ ପକାଇ କେତକୀ ଦଣ୍ଡିଆ ହେଲେ ସରପଞ୍ଚ : ଗୃହିଣୀରୁ ଏବେ ପଞ୍ଚାୟତ ମୁଖ୍ୟ

ମ.ରାମପୁର, (ହେମନ୍ତ ସାହୁ) : ଆସନଟି ରହିଥିଲା ଅଣସଂରକ୍ଷିତ । ପୁରୁଷ ପ୍ରତିଦ୍ୱନ୍ଦୀଙ୍କ ସହିତ ଏହି ମଇଦାନରେ ଜଣେ ଗୃହିଣୀ ନିଜକୁ ସଜ କରିଥିଲେ । ଭୋଟରଙ୍କ ପାଖକୁ ଗଲେ, ଭୋଟ ଭିକ୍ଷା କଲେ । ଲୋକଙ୍କ ଆସ୍ଥା ଭାଜନ ହେଲେ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତରେ…
Read More...

ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ ‘କ’ରେ ୧୨୮୬୪ ଭୋଟ୍‌ରେ ବିଜୟୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରଥମ ପର୍ଯ୍ୟାୟ ଗତକାଲି ଆରମ୍ଭ ହୋଇଥିବା ବେଳେ ମ.ରାମପୁରଠାରେ ଏହି ଗଣତି ଅନୁଷ୍ଠିତ ହୋଇଛି । ମ.ରାମପୁର 'କ' ଜୋନ୍‌ର ୯ ଗୋଟି ପଞ୍ଚାୟତ ବାରବନ୍ଧା, ଡ଼ୁଡ଼ୁକାରଞ୍ଜା, ସାଲେପାଲି, ମୁଡ଼ିଙ୍ଗ,…
Read More...

ଖବରକାଗଜ ହକର୍‌ଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଖବର କାଗଜ ହକର ଭାବରେ ପରିଚିତ ଭୁବେଶ୍ୱର ରାଉତ(ମେଟ୍‌ନା)ଙ୍କର ଗତକାଲି ରାତି ଏଗାରଟାରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହେଇଯାଇଥିବା ଜଣାପଡିଛି । ସେ ଗତକିଛି ଦିନ ହେଲା ଅସୁସ୍ଥ ଥିବାବେଳେ…
Read More...

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସହିଦ ହୋଇଥିବା ସାମ୍ବାଦିକ ରୋହିତଙ୍କ ଏକାଦଶାହ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରିସ୍ଥିତ ତାଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସାମ୍ବାଦିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଆଜି ଏକାଦଶାହ : ଝୁରୁଛନ୍ତି ବନ୍ଧୁ ପରିଜନ

ମ.ରାମପୁର, (ହେମନ୍ତ ସାହୁ) : ଲ୍ୟାଣ୍ଡମାଇନ ବିସ୍ଫୋରଣକୁ ଆଜି ଏଗାର ଦିନ ହେଉଥିବା ବେଳେ ଏହି ବିସ୍ଫୋରଣରେ ସହିଦ ହୋଇଥିବା ସାମ୍ବାଦିକ ରୋହିତଙ୍କୁ ଝୁୁରୁଛନ୍ତି ବନ୍ଧୁପରିଜନ । ସବୁବେଳେ ସବୁ କାର୍ଯ୍ୟରେ ଲୋଡ଼ା ହେଉଥିଲେ ଅଞ୍ଚଳବାସୀ ଏବଂ ବନ୍ଧୁମାନେ । ବିକାଶର ସ୍ୱପ୍ନ ପାଇଁ ସେ କଲମକୁ…
Read More...

ଭୋଟ ବର୍ଜନ କରିବେ ସିନ୍ଧିଗୁଡ଼ା ଓ ସିରେଲପଦର ଗ୍ରାମବାସୀ

ମ.ରାମପୁର, (ହେମନ୍ତ ସାହୁ) : ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଦେଢଶୂଳୀ ଗ୍ରାମ ପଞ୍ଚାୟତରେ ଥିବା ସିନ୍ଧିଗୁଡ଼ା ଏବଂ ସିରେଲପଦର ଗ୍ରାମବାସୀ ଏଥର ମଧ୍ୟ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ସମୟରେ…
Read More...

ମାଓପ୍ରବଣ ଇଲାକାରେ କରୋନା ଟୀକା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଦୁଲେନ ଛକ ନିକଟରେ ଗତ କିଛି ଦିନ ତଳେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତଥାପି କର୍ତ୍ତବ୍ୟ ପ୍ରତି ନିଷ୍ଠା ଦେଖାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ।…
Read More...

ଲ୍ୟାଣ୍ଡ ମାଇନରେ ମୃତ ସାମ୍ବାଦିକଙ୍କ ପରିବାରକୁ ପହଞ୍ଚିଲେ ତହସିଲଦାର

ମ.ରାମପୁର, (ହେମନ୍ତ ସାହୁ) : ଗତ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଦୁଲେନ ଛକ ନିକଟରେ ହେଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରଲୋକ ହେଇଥିଲା । ତେବେ ସରକାରଙ୍କ ତରଫରୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଥିବା ବେଳେ ଚାରି ଲକ୍ଷ…
Read More...