ମଦନପୁର ବଣିକ ସଙ୍ଘ ଗଠନ ଓ କର୍ମକର୍ତ୍ତା ଚୟନ
ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଶିବ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଅଞ୍ଚଳର ବ୍ୟବସାୟୀମାନଙ୍କୁ ନେଇ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବ ସମ୍ମତି କ୍ରମେ ମଦନପୁର, ବଣିକ ସଂଘ ଗଠନ କରାଯାଇଥିଲା । ସଭାପତି ଭାବେ ସୁଦର୍ଶନ!-->…
Read More...
Read More...