Browsing Tag

loisingha news

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁର୍ଡ଼ା ଛକସ୍ଥିତ ରେଳ ଫାଟକ ନିକଟରେ ଜନୈକ ଯୁବକ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଯୋଗିସର୍ଡ଼ା ପଞ୍ଚାୟତ ଅଧିନସ୍ଥ ଗୁର୍ଜିଭଟା ଗ୍ରାମର ମଛିନ୍ଦର ସାହୁଙ୍କ ପୁଅ ସୁମନ୍ତ
Read More...

ଲୋଇସିଂହାରେ ବଜ୍ରପାତ ନେଲା ୩ ଜଣଙ୍କ ଜୀବନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାରେ ବଜ୍ରପାତ ନେଲା ୩ ଜଣଙ୍କ ଜୀବନ । ଲୋଇସିଂହା ଜଡ଼ାମୁଣ୍ଡା ଠାରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଇଛି । ମୃତକ ମାନେ ହେଲେ ଜଡ଼ାମୁଣ୍ଡା ଗ୍ରାମର
Read More...

ଦୁମଦୁମୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଟେନପାଲି ପଞ୍ଚାୟତର ଦୁମଦୁମୀ ଗ୍ରାମରେ ଏସ୍‌ଏସ୍‌ଇପିଡି ଓଡିଶା ସରକାର ତରଫରୁ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଜରିଆରେ ଗ୍ରାମର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ବ୍ୟବସ୍ଥା କରାଯାଇଥିଲା
Read More...

ଭିଜିଲାନ୍ସ ଜାଲରେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ

ଲୋଇସିଂହା, (କେପିଏନ୍‌ଏସ୍‌) : ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନ୍ସ ଜାଲରେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଥାନା ଅଧିକାରୀଙ୍କୁ କାବୁ କଲା ବରଗଡ ଭିଜିଲାନ୍ସ ଟିମ୍‌ । ବରଗଡ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ
Read More...

ତଳିଉଡ଼ାରରେ ଆଜୀବିକା କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ତଳିଉଡ଼ାର ପଞ୍ଚାୟତ ରାଜୀବ ସେବା କେନ୍ଦ୍ରରେ ଆଜୀବିକା କାର୍ଯ୍ୟକର୍ତ୍ତାଙ୍କ ଏକ ପ୍ରଶିକ୍ଷଣ ଆୟୋଜିତ ହୋଇଛି । ରିଲାଏନ୍ସ ଫାଉଣ୍ଡେସନ ଓ ସ୍ୱେଚ୍ଛାସେବୀ ସଂସ୍ଥା ସଂକଳ୍ପର ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ମହିଳା ସ୍ୱୟଂ ସହାୟିକା
Read More...

ନାବାଳିକାକୁ ଅସଦାଚରଣ ମାମଲାରେ ଜଣେ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଅଧିନ ବୁର୍ଡା ଗ୍ରାମରେ ଜଣେ ନାବାଳିକାକୁ ଅସଦାଚରଣ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଥାନା କେସ୍‌ ନଂ-୨୬୭/୩୫୪-ଏ, ୩୫୪ ଆଇପିସି ପୋକସୋ ଆକ୍ଟରେ ଅଭିଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କୁ ଆଜି ପୋଲିସ ଗିରଫ କରି ବଲାଙ୍ଗିର
Read More...

ମାଗୁରବେଡାରେ ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ମାଗୁରବେଡା ଗ୍ରାମରେ ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ ହୋଇଯାଇଛି । ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ଯୋଗ ଦେଇଥିଲେ ।
Read More...

ଜାମୁଟବାହାଲରେ ରକ୍ତଦାନ ଶିବିର : ୩୨ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଜାଦୀର ଅମୃତ ମହୋତ୍ସବ ଅବସରରେ ନିକଟସ୍ଥ ଜାମୁଟବାହାଲ ଗ୍ରାମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଜରଙ୍ଗ ଦଳ ଓ ଡବ୍ଲୁଓୱାଇ ଏମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୩୨ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି ଅବସରରେ ଆୟୋଜିତ
Read More...

ଲୋଇସିଂହା ପଞ୍ଚାୟତ ସମିତିର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସଭାଗୃହରେ ସ୍ଥାନୀୟ ପଞ୍ଚାୟତ ସମିତିର ଦ୍ଵିତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ
Read More...

ଭାଲୁପାଲି ଗ୍ରାମରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ବୃଦ୍ଧବନିତା ଯୋଗ ଦେଇଥିଲେ । ଗ୍ରାମର ବୟସ୍କ ବ୍ୟକ୍ତି ଯାହାଙ୍କର ବୟସ ୭୫ ବର୍ଷରୁ ଅଧିକ ତାଙ୍କ
Read More...