Browsing Tag

loisingha news

ବନ ବିଭାଗର ଚଢାଉ : ବିପୁଳ ପରିମାଣର କାଠ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଏବଂ ଲୋଇସିଂହା ରେଞ୍ଜର କର୍ମଚାରୀମାନେ ମିଳିତ ଭାବେ ଗତକାଲି ବାଗପାଲି ଗ୍ରାମ ଏବଂ ବାଞ୍ଜିପାଲି ଗ୍ରାମରେ ଚଢାଉ କରିଛନ୍ତି । ଉଭୟ ସ୍ଥାନରେ ଚଢାଉ ବେଳେ ଦଳ ପକ୍ଷରୁ ଶାଗୁଆନ ସାଇଜ୍- ୩୫ଟି, ଶାଲ୍ ସାଇଜ୍- ୨୮ଟି, ମିସ୍ ସାଇଜ୍-୪୧ଖଣ୍ଡ, ଶାଗୁଆନ
Read More...

ବନ ବିଭାଗର ଚଢ଼ାଉ : ବିପୁଳ ପରିମାଣର କାଠଗଣ୍ଡି, ପଟା ଓ ଯନ୍ତ୍ରପାତି ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଓ ଲୋଇସିଂହା ଫରେଷ୍ଟ ରେଞ୍ଜ ପକ୍ଷରୁ ମିଳିତ ଭାବେ ଗତକାଲି ଲୋଇସିଂହା ଥାନା ଅନ୍ତର୍ଗତ ବଘାପାଲି ଓ ବାଞ୍ଜିପାଲି ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠଗଣ୍ଡି, ପଟା ଓ ଯନ୍ତ୍ରପାତି ଜବତ କରାଯାଇଥିବା ଜଣାପଡିଛି । ବଘାପାଲି ଗ୍ରାମର
Read More...

ବୁର୍ଡାରେ ୫୬ ପ୍ରହର ନାମଯଜ୍ଞ ଓ ସଂକୀର୍ତ୍ତନ ମହୋତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମ ଗୌନ୍ତିଆପଡା ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ୫୬ ପ୍ରହର ନାମଯଜ୍ଞ ତଥା ସଂକୀର୍ତ୍ତନ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବିଭିନ୍ନ ଗ୍ରାମାଞ୍ଚଳରୁ ୩୦ଟି
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ସ୍ଵାଭିମାନ ଦିବସ ପାଳନ କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ପଧାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିଷୟରେ
Read More...

କିଛି ମୁଷ୍ଟିମେୟ ବ୍ୟକ୍ତି ଦଳରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି : ଲୋଇସିଂହା ବିଜେଡି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ମଧ୍ୟରେ କୌଣସି ଫାଟ ନାହିଁ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମୀ ଏକଜୁଟ ହୋଇ ଦଳ ପାଇଁ କାମ କରୁଛନ୍ତି । କିଛି ମୁଷ୍ଟିମେୟ ବ୍ୟକ୍ତି ଦଳକୁ ବଦନାମ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସଂକୁଳସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସଭାପତି ବିମଳ ଚରଣ ହୋତା ଯୋଗ ଦେଇଥିଲେ ।
Read More...

ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରତ ପୂର୍ବ ସରପଞ୍ଚକୁ ଭେଟିଲେ ବିଧାୟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅଧିନ ହୀରାପୁର ପଂଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବୀରେ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଧାନାଥ ବିଶ୍ୱାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଆମରଣ ଅନଶନରେ ବସିଛନ୍ତି ।
Read More...

ଏଟିଏମ୍‌ ଲୁଟେରାଙ୍କୁ ୨ ବର୍ଷ ୯ ମାସ ଜେଲ୍‌ ଦଣ୍ଡାଦେଶ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏଟିଏମ୍‌ ଲୁଟ୍‌ ମାମଲାରେ ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ଵଜାଲି ମହାନ୍ତି ଅଭିଯୁକ୍ତ ଆଗଲପୁର ଥାନା ନଅଗାଁ(କ) ଗ୍ରାମର ନାରାୟଣ ସାହୁଙ୍କୁ ୨ ବର୍ଷ ୯ ମାସ ସଶ୍ରମ କାରାଦଣ୍ଡ ସହିତ ୯ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ
Read More...

ମହଦେଶ୍ୱର ମହାଦେବ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପ୍ରୟାସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ, ପାଟଣାଗଡ଼ ବ୍ଲକ ଓ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମହଦାଶୁନି ପାହାଡ଼ । ସ୍ଥାନୀୟ ଅଞ୍ଚଳରେ ମହଦା ପାହାଡ଼ ନାମରେ ପରିଚିତ । ଚିରସ୍ରୋତା ଝରଣା ସାଙ୍ଗକୁ ଭାରତ ସ୍ୱାଧୀନତା ସଂଗ୍ରାମର
Read More...

ସାନଟିକାରେ କଂସ ଦରବାର : ହନୁମାନ ମନ୍ଦିର ଓ ପାରାୟଣ ମଣ୍ଡପ ପ୍ରତିଷ୍ଠା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରସିଦ୍ଧ ଶୈବପୀଠ ସାନଟିକାରେ ହନୁମାନ ମନ୍ଦିର ଓ ପାରାୟଣ ମଣ୍ଡପ ପ୍ରତିଷ୍ଠା ଅବସରରେ କଂସ ଦରବାର ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗତ ୧୨ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୮ ତାରିଖରେ ଶେଷ ହେବ । ମନ୍ଦିର
Read More...