ବାଦିବାହାଲ ପଂଚାୟତରେ ମନରେଗା ଦୁର୍ନୀତିର ତଦନ୍ତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୨୦୧୭-୧୮ ବର୍ଷରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ଗ୍ରାମ ପଞ୍ଚାୟତରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମନରେଗା ଯୋଜନାରେ ମାଟି କାମ କରିଥିବା ଦର୍ଶାଇ କେତେକ ନାବାଳକ ସ୍କୁଲ ଛାତ୍ରଛାତ୍ରୀଙ୍କ!-->…
Read More...
Read More...