ବଜ୍ରପାତରେ ୪ ଟି ଗାଈଙ୍କ ଅକାଳ ମୃତ୍ୟୁ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ରାଉତପଡ଼ା ଗ୍ରାମର ବାମ୍ଫି ଗହିର ଠାରେ ବଜ୍ରପାତରେ ୪ ଟି ଗାଈଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି । ଗାଈମାନେ ଚରିବାକୁ ଯାଇଥିବା ବେଳେ ଆଜି ଅପରାହ୍ନରେ ବଜ୍ରପାତ ହେବା ଫଳରେ ରାଉତପଡାର ବାମ୍ଫି ଗହିର ଠାରେ ୪ ଟି ଗାଈଙ୍କ ର!-->…
Read More...
Read More...