Browsing Tag

khordha news

ଜଙ୍ଗଲରେ ଲାଗିଲା ନିଆଁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଫରେଷ୍ଟ ଅଧିନ ଖଜୁରୀଆ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଏହି ନିଆଁ ମଧ୍ୟରେ ବହୁ ମୂଲ୍ୟବାନ ଗଛ ଓ ଚାରାଗଛ ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ଆଉଟ୍-ପୋଷ୍ଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଟିଏ ବାଇକରେ ୩ ଜଣ ଯାଉଥିବା ବେଳେ ହଠାତ୍ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି…
Read More...

ଗଣ୍ଡଗୋଳରୁ ଅଗ୍ନିକାଣ୍ଡ : କାରକୁ ପୋଡି ଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କାଇପଦର ଗ୍ରାମ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କାଇପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ନଳିନୀ ଅରିଶଲ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କାଇପଦର ମଙ୍ଗଳା…
Read More...

୩୦୦ ବୋତଲ କଫ ସିରଫ ଓ ୨ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ପୁବୁସାହି ଗ୍ରାମରେ ଅବକାରୀ ପୋଲିସ ଚଢ଼ାଉ କରି ୩୦୦ ବୋତଲ କଫ ସିରଫ ସହ ୨ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଗଣେଶ କୁମାର ପାତ୍ରଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ…
Read More...

ଓଲଟିଲା ପଟ୍ରୋଲ ବୋଝେଇ ଟ୍ୟାଙ୍କର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ- ବାଣପୁର ଓଭର ବ୍ରିଜ୍‌ ନିକଟ ଅଲାଇଡ଼ିହ ଛକ ନିକଟରେ ପଟ୍ରୋଲ ବୋଝେଇ ଟ୍ୟାଙ୍କର୍‌ ଓଲଟି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାରାଦୀପରୁ ଛତ୍ରପୁର ଅଭିମୁଖେ ଏହି ପଟ୍ରୋଲ ଟ୍ୟାଙ୍କର ଯାଉଥିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁଁ ରୋଡ଼୍‌…
Read More...

ଶ୍ରୀ ଶାଳେଶ୍ୱର ଭଲି ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଅଣ୍ଡା ଗ୍ରାମରେ ୧୮ତମ ଶ୍ରୀ ଶାଳେଶ୍ୱର ଭଲି ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଣାସ, ଇଟାମାଟି, ପୂରୀ, ମହାବୀର ଭଲି କ୍ଲବ, ଏସ୍‌ଏସ୍‌ଭିଏ(ଖୋର୍ଦ୍ଧା), ଜଟଣୀ, ନନାକେରା ଆଦି ଦଳ ଅଂଶଗ୍ରହଣ କରିଥିଲେ ।…
Read More...

ତପସ୍ୟା ପାଠାଗାରରେ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅଣ୍ଡାଗ୍ରାମର ତପସ୍ୟା ପାଠାଗାରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରିଛନ୍ତି ।
Read More...

ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜର ଚୋରା ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନର ପଦକ୍ଷେପ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଏହାର ଭୌଗୋଳିକ ସ୍ଥିତିକୁ ନେଇ ଲଘୁ ଖଣିଜ ସମ୍ପଦରେ ଭରପୁର ଅଟେ । ଏହି ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ, ଟାଙ୍ଗୀ, ନିକଟବର୍ତ୍ତୀ ଅଞ୍ଚଳ ମୋରମ, ମାଙ୍କଡା ପଥର ଏବଂ ବ୍ଲାକ ମେଟାଲ ଷ୍ଟୋନରେ ସମୃଦ୍ଧ ଥିବାବେଳେ ଭୁବନେଶ୍ଵର ଏବଂ ଏହାର…
Read More...

ଫାଟିଲା ଗ୍ୟାସ୍ ଟାଙ୍କି : ୭ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରମ୍ଭାରୀମୁଣ୍ଡା ଗାଁରେ ଘଟିଛି ଏକ ଅଘଟଣ । ରୋଷେଇ କରିବା ସମୟରେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଏଥିରେ ୭ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା…
Read More...

ଅନ୍ୟନ୍ତ ଟେଲ୍ଟ୍ରୋନିକସ ପ୍ରାଇଭେଟ ଲିମିଟେଡ଼ ତରଫରୁ ସେନିଟାଇଜେସନ୍‌ ପ୍ରୋଗ୍ରାମର ଶୁଭ ଉଦଘାଟନ

ଖୋର୍ଦ୍ଧା, (ପବିତ୍ର କୁମାର ବରାଳ) : ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ସେନିଟାଇଜେସନ୍‌ ପ୍ରୋଗ୍ରାମର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟନ୍ତ ଟେଲ୍ଟ୍ରୋନିକସ ପ୍ରାଇଭେଟ ଲିମିଟେଡ଼ (ଏଟିପିଏଲ୍‌) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଉପଜିଲ୍ଲାପାଳ,…
Read More...