pakka

ବଜ୍ରପାତରେ ୪ ଟି ଗାଈଙ୍କ ଅକାଳ ମୃତ୍ୟୁ

bbehera

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ରାଉତପଡ଼ା ଗ୍ରାମର ବାମ୍ଫି ଗହିର ଠାରେ ବଜ୍ରପାତରେ ୪ ଟି ଗାଈଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି । ଗାଈମାନେ ଚରିବାକୁ ଯାଇଥିବା ବେଳେ ଆଜି ଅପରାହ୍ନରେ ବଜ୍ରପାତ ହେବା ଫଳରେ ରାଉତପଡାର ବାମ୍ଫି ଗହିର ଠାରେ ୪ ଟି ଗାଈଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଗାଈଙ୍କ ଅକାଳ ମୃତ୍ୟୁକୁ ନେଇ ସରକାରୀ କ୍ଷତିପୁରଣ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ ।

jay balangir
Leave A Reply

Your email address will not be published.

9 + nineteen =

error: Content is protected !!