Browsing Tag

khaprakhol news

ଶାନ୍ତି ଶୃଙ୍ଖଳାରେ ଖପ୍ରାଖୋଲ ବ୍ଲକରେ ରଥଯାତ୍ରା ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରଥଯାତ୍ରା ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଆଷାଢ଼ ଶୁକ୍ଲ
Read More...

ଘଞ୍ଚଜଙ୍ଗଲ ପାହାଡ଼ ଉପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା

ଆତ୍ମହତ୍ୟା ପାଇଁ କାନ୍ଧର ଗାମୁଛା ସାଜିଲା ହତିଆର ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଡୁଡକିପଦର ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରପାହାଡ଼ ଉପରେ ଜଣେ ବ୍ୟକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଭଳି ଏକ
Read More...

ଧଣ୍ଡାମୁଣ୍ଡା ଠାରେ ୭୫ତମ ବନ ମହୋତ୍ସବର ଚତୁର୍ଥ ଦିନ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଣକ୍ୟ ନୀତି ଶାସ୍ତ୍ରରେ କହିଛନ୍ତି- ‘ଦଶ ପୁତ୍ରୋ ସମ ଦ୍ରୁମ’ । ଅର୍ଥାତ୍‌ ଦଶଟି ପୁତ୍ର ଜନ୍ମ ଦେବା ଅପେକ୍ଷା ଗୋଟିଏ ବୃକ୍ଷରୋପଣ କରି ତାକୁ ବଞ୍ଚାଇବା ଶ୍ରେୟସ୍କର । ଗୋଟିଏ ବୃକ୍ଷ ତାର ଜୀବନକାଳ ଭିତରେ ବିଶେଷ କରି ମନୁଷ୍ୟକୁ ଅନେକ ସାହାଯ୍ୟ କରେ ।
Read More...

ଦ୍ଵିତୀୟ ବିବାହ କରୁଥିଲେ ସ୍ୱାମୀ : ପ୍ରଥମ ସ୍ତ୍ରୀକୁ ମଣ୍ଡପରେ ଦେଖି ସ୍ୱାମୀ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରଥମ ସ୍ତ୍ରୀ ଏବଂ ଦୁଇଟି ସନ୍ତାନ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ବିବାହ ମଣ୍ଡପକୁ ପ୍ରଥମ ସ୍ତ୍ରୀ ପହଞ୍ଚିଲା ବେଳକୁ ସ୍ୱାମୀ ଫେରାର ହୋଇଯାଇଥିବା କହିଛନ୍ତି ପୀଡ଼ିତା ମହିଳା । ଏଭଳି ଏକ ହାଇ ଭୋଲ୍ଟେଜ ନାଟକୀୟ ଘଟଣା ବୁଧବାର ବଲାଙ୍ଗିର
Read More...

ଖପ୍ରାଖୋଲ ଥାନାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ତିନୋଟି ନୂଆ ଅପରାଧିକ ଆଇନ, ଭାରତୀୟ ନ୍ୟାୟ ସଂହିତା୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ ଆସନ୍ତା ମାସ ପହିଲା (ଜୁଲାଇ ୧)ରୁ କାର୍ଯ୍ୟକାରୀ ହେବ । ଗତବର୍ଷ ଶୀତକାଳୀନ ଅଧିବେଶନରେ ସଂସଦରେ ଏହି ବିଲ୍ ଗୃହୀତ
Read More...

ଶୋଇଥିବା ବେଳେ ମହିଳାଙ୍କୁ କାମୁଡ଼ିଲା ସାପ : ଚାଲିଗଲା ଜୀବନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜିଲ୍ଲାରେ ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ସରକାର ସଚେତନ କରିବା ସହ ବିଭିନ୍ନ ପଦକ୍ଷେପ ନେଲେ ସୁଦ୍ଧା ଏହି ଘଟଣାରେ ବ୍ରେକ୍ ଲାଗୁ ନାହିଁ । ବିଶେଷ କରି ଚଳିତ ବର୍ଷା ମାସରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି ।
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କୁଲିହାମୁଣ୍ଡା ଗାଁର ଶେଷ ପୁଞ୍ଜିଙ୍କ ଖପର ଘର ଲଗାଣ ବର୍ଷାରେ ଭୁଶୁଡି ପଡିଛି । ଫଳରେ ପରିବାର ଲୋକେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ରାତି ୨ଟା
Read More...

ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖପ୍ରାଖୋଲ ଓୟୁଜେ ସଂଘ ଶାଖା ତରଫରୁ ଥାନାରେ ଲିଖିତ ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଭୁବନେଶ୍ୱର ଠାରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖପ୍ରାଖୋଲ ଓୟୁଜେ ସଙ୍ଘ ଶାଖା ତରଫରୁ ଖପ୍ରାଖୋଲ ଥାନାରେ ଗୁରୁବାର ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଚଳିତ ମାସ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଅର୍ଗସ ପ୍ରତିନିଧି ଚିନ୍ମୟୀ ସାହୁ ଏବଂ ଫଟୋ
Read More...

ଦୁଇ ଜୀବନ ନେଲା ବଜ୍ରଘାତ : ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ଚାଉଳବାଞ୍ଜି ଗ୍ରାମର ଦୁଇ ମାଁପୁଅଙ୍କ ଜୀବନ ନେଇଛି ବଜ୍ରପାତ ଏବଂ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ସମୟରେ
Read More...

ଖପ୍ରାଖୋଲ ଲକ୍ଷେଘର ଗଣ୍ଡା ସମାଜ ନୂତନ କମିଟିକୁ ଉପଖଣ୍ଡ ସ୍ତରୀୟ କମିଟିର ସ୍ୱୀକୃତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ମନ୍ଦିର ସ୍ଥିତ ମଣ୍ଡପ ଠାରେ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ସଭାପତି ଡିକ୍ସନ ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଉପସଭାପତି ଭକ୍ତରାମ ବାଗ,
Read More...