ତେଲେଙ୍ଗାନାର ଇଟାଭାଟିକୁ ଚାଲାଣ ବେଳେ ଧରାପଡ଼ିଲା ଦାଦନ ସର୍ଦାର ଗାଡ଼ି ଚାଳକ; ବୋଲେରୋ ଜବତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୁଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ୬ ଜଣ ଶିଶୁଙ୍କ ସମେତ ମୋଟ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ତେଲେଙ୍ଗାନା ରାଜ୍ୟର ନିଜାମାବାଦ ସହର ନିକଟସ୍ଥ ଏକ ଇଟାଭାଟିକୁ ନିଆଯାଉଥିବା!-->…
Read More...
Read More...