Browsing Tag

kantabanji news

କୁଶପାଲିରେ ଅବକାରୀ ବିଭାଗ ଦ୍ୱାରା ଚଢଉ : ୩୪ ଲିଟର ଦେଶୀ ମଦ ଜବତ, ଜଣେ ମହିଳା ଏବଂ ପୁରୁଷ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ହଲନଭଟା ପଂଚାୟତ ଅଧିନସ୍ଥ କୁଶପାଲି ଗ୍ରାମରେ ମଙ୍ଗଳବାର ଦିନ ଅବକାରୀ ବିଭାଗ ଦ୍ୱାରା ଅଚାନକ ଚଢାଉ ହୋଇଥିଲା । ଚଢାଉ ବେଳେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଜଣେ ମହିଳା ଏବଂ ପୁରୁଷଙ୍କଠାରୁ ମଦ ଜବତ କରି କୋର୍ଟ ଚାଲାଣ…
Read More...

ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ‘ନୂଆ-ଓ’ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହର ସ୍ଥିତ ମୁକୁନ୍ଦି ଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ 'ନୂଆ-ଓ' ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ତଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବସରରେ ସପ୍ତାହ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମ ଉଦ୍‌ଯାପିତ…
Read More...

କବି ଓ ଲେଖକଙ୍କୁ ସମ୍ମାନ ଜଣାଇଲେ ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିରର ବିଶିଷ୍ଟ କବି ଓ ଲେଖକଙ୍କୁ ଭେଟି ତାଙ୍କୁ ସମ୍ମାନ ଜଣାଇଛନ୍ତି କଣ୍ଟାବାଞ୍ଜି ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ । ପୂଜ୍ୟପୂଜା ପରମ୍ପରା କ୍ରମେ ସେମାନେ ଆଜି ପଦ୍ମଶ୍ରୀ ଶ୍ରୀନିବାଶ ଉଦ୍‌ଗାତା,…
Read More...

ବିଜେଡିର ଶଙ୍ଖ ଜନସଂପର୍କ ପଦଯାତ୍ରା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଗତକାଲି 'ଶଙ୍ଖ ଜନସଂପର୍କ ପଦଯାତ୍ରା'ର ଷଷ୍ଠ ଦିନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀଙ୍କ ନେତୃତ୍ୱରେ "ଘରେ ଘରେ ଶଙ୍ଖ" କାର୍ଯ୍ୟକ୍ରମ ତୁରେକେଲା ବ୍ଲକ କମେଇମୁଣ୍ଡା, କନ୍ଦେଇ,…
Read More...

କ୍ଷେତ୍ର ପରିଦର୍ଶନ ଓ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ୮୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ୮୦ଜଣ ଅଭିଭାବକ, ପିତାମାତା ଓ ସଂଯୋଜକମାନଙ୍କୁ ନେଇ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ତିଖାଲି ଡ୍ୟାମ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ନିର୍ଝରିଣୀ,…
Read More...

କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦ ତରଫରୁ ରେଲୱେ ଖେଳପଡିଆଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳନ ସମାରୋହ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦ ତରଫରୁ ରେଲୱେ ଖେଳପଡିଆଠାରେ ୭୫ତମ ଗଣତନ୍ତ୍ର ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂହ ସାଲୁଜା ଯୋଗ ଦେଇ…
Read More...

କଣ୍ଟାବାଞ୍ଜି ବିଜେଡ଼ି କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ବିଜେଡ଼ି କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜିର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଦିବସଟିକୁ ହର୍ଷ ଉଲ୍ଲାସର ସହ ପାଳନ କରିଛନ୍ତି ।
Read More...

କମଲ ବାଗ ହତ୍ୟା ଘଟଣା : କଂଟାବାଂଜି ଏଡିଜେଙ୍କ ଗୁରୁତ୍ୱ ପୂର୍ଣ୍ଣ ରାଏ, ୩୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ ପରେ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରର କମଲ ବାଗ ହତ୍ୟା ଘଟଣାର ବୁଧବାର ଦିନ ମାନ୍ୟବର କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ରାୟ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ ୩୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଏହି ରାୟ ପ୍ରକାଶ ପାଇଥିବା…
Read More...

ବଙ୍ଗୋମୁଣ୍ଡାରେ ବିଜେପି ଯୁବ ମୋର୍ଚ୍ଚା ଯୁବ ସମାବେଶ ଓ ମିଶ୍ରଣ ପର୍ବ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଟାକ୍ସି ଷ୍ଟାଣ୍ଡଠାରେ ବିଜେପି ଯୁବ ମୋର୍ଚ୍ଚା ଯୁବ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପଠାରୁ ବିରାଟ ବାଇକ ରାଲିରେ ବାହାରି ବଙ୍ଗୋମୁଣ୍ଡା ନଗର…
Read More...

ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନାଚକ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡିଶା ଓ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ସାହିତ୍ୟ ଆଲୋଚନାଚକ୍ର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ…
Read More...