ହେମାଳ ସଂଘର ଦୁଇ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜିର ସର୍ବ ପୁରାତନ ହେମାଳ ସଂଘର ଦୁଇ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ହେମାଳ ଭବନରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ହେମାଳ ସଂଘ ଏକ ଦିନ ମଜୁରୀଆ ମାନଙ୍କ ଏକ ସଂଗଠନ ଏହି ସଂଘରେ ପାଖାପାଖି ୩ଶହ ସଦସ୍ୟ ଅଛନ୍ତି । ସ୍ଥାନୀୟ ସହରରେ ଥିବା!-->…
Read More...
Read More...