Browsing Tag

kalahandi news

ଦାଦା, ପୁତୁରା ଓ କାକାର ଆକ୍ରମଣରେ ଭାଇ ଗୁରୁତର : ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଫାଣ୍ଡି ସ୍ଥିତି ବାଦୀପଡା ଗ୍ରାମର ଭବାନି ସାହୁଙ୍କୁ ପରିବାରର ତିନି ଭାଇ, କାକା ଓ ପୁତୁରା ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ ଭବାନୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେସିଙ୍ଗା ପରେ ବୁର୍ଲା
Read More...

ମଦନପୁରଠାରେ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁରଠାରେ ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ମଦନପୁର ୟଙ୍ଗଷ୍ଟାର ତରଫରୁ ଡ୍ୟାନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରାଜେଶ ଧଙ୍ଗଡ଼ା ମାଝୀ, ବକ୍ତା ହରି
Read More...

ମହନନ୍ଦ ଫୁଏଲ ମଦନପୁରଠାରେ ଲଟେରୀ ମାଧ୍ୟମରେ ୧୦ ଜଣ ଭାଗ୍ୟଶାଳୀ ବିଜେତା ପାଇଲେ ପୁରସ୍କାର

କଳାହାଣ୍ଡି, (ପି. କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ମହନନ୍ଦ ପେଟ୍ରୋଲ ପମ୍ପଠାରେ ବି.ପି.ସି.ଏଲ ସହାୟତାରେ ଗତକାଲି ଦୀପାବଳି ଅବସରରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦର୍ଶନ ଦଣ୍ଡିଆ, ସମ୍ମାନିତ ଅତିଥି
Read More...

ଭାରତୀୟ ଜୁଡୋ ଫେଡେରେସନ ତଥା ଓଡ଼ିଶା ଅଲମ୍ପିକ ଜୁଡୋ ଆସୋସିଏସନ ଉଦ୍‌ଘାଟିତ

କଳାହାଣ୍ଡି, (ପି. କେ. ସାହୁ) : ଭାରତୀୟ ଜୁଡୋ ଫେଡେରେସନ ତଥା ଓଡ଼ିଶା ଆଲେମ୍ପିକ ଜୁଡୋ ଆସୋସିଏସନ ଉଦ୍‌ଘାଟିତ ହୋଇଯାଇଛି । ଯୁବ ଖେଳାଳିକୁ ଆଗେଇ ନେବା ପାଇଁ ଭାରତୀୟ ଜୁଡୋ ମହାସଂଘ ତଥା ଓଡ଼ିଶା ଆଲମ୍ପିକ ସଂଘର ଅନୁବନ୍ଧିତ ରାଜ୍ୟ ଜୁଡୋ ଆସୋସିଏସନ୍‌ ପକ୍ଷରୁ ପଶ୍ଚିମ ଓଡିଶା ବଲାଙ୍ଗିର
Read More...

କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ପରିବାର ପାଇଲେ ସରକାରୀ ସୁବିଧା

କଳାହାଣ୍ଡି, (ପି.କେ. ସାହୁ) : କରୋନା ମହାମାରୀ ଅନେକ ପରିବାର ଉଜାଡି ଦେଇଥିବା ବେଳେ ଅନେକ ପିଲା ପିତା ମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ଏଥିରୁ କଳାହାଣ୍ଡି ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ । କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୂଖିଗୁଡା ପଞ୍ଚାୟତ ମୂଖିଗୁଡା ଅଞ୍ଚଳରେ
Read More...

ସରପଞ୍ଚ ସଂରକ୍ଷଣ ତାଲିକା ପ୍ରକାଶନ ପରେ ମଦନପୁରବାସୀ ଅସନ୍ତୋଷ : ପରିବର୍ତ୍ତନ ନ ହେଲେ ଭୋଟ ବର୍ଜନ ନିଷ୍ପତି

କଳାହାଣ୍ଡି, (ପି. କେ. ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ପରେ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ପଞ୍ଚାୟତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ଗୁରୁବାର ରାତିରେ ମଦନପୁରବାସୀ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିଲେ । ପୂର୍ବ
Read More...

ବର୍ଷା ହେଲାନି କି ଉତେଇ କେନାଲ ପାଣି ଆବଂଟନ କରିପାରିଲାନି : ବଁଚିଥିଲା ଧାନଗଛ ଇଛେନ୍‌ ମରୁଛେ, ବିହନ ଫିର୍‌ବାର…

କଳାହାଣ୍ଡି, (ନରୋତ୍ତମ ସେଲମା) : ଏ ବର୍ଷ ଚାଷକାମ ଆରମ୍ଭରୁ ମରୁଡି ରଣହୁଙ୍କାର ଦେଇ ଆସୁଛି । ତଥାପି ଯେଉଁ ଚାଷୀ କଷ୍ଟେମଷ୍ଟେ ଧାନଗଛ ବଂଚାଇ ଥିଲା, ତାର ଶେଷ ଆଶା ଥିଲା ଲଘୁଚାପ ବର୍ଷା ଉପରେ । କିନ୍ତୁ ଲଘୁଚାପ ବି ଧୋକା ଦେଲା । ବର୍ଷା ଅଭାବରୁ ବଂଚିଥିବା ଧାନଗଛଗୁଡିକ ଏବେ ଶୁଖିତାଟି
Read More...

ଅପହଞ୍ଚ ଏରିଆରେ ଟୀକାକରଣ ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ଜୋରା ଡ଼ବରା ପଞ୍ଚାୟତ ଟେର୍ଚାପଲାଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କର୍ଲ।ମୁଣ୍ଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ଆଜି କୋଭିଡ ଟୀକାକରଣ ଶିବିର ଆୟୋଜନ ହୋଇଯାଇଥିଲା । ଏଥିରେ
Read More...

ଗାଁ ସାଥୀ ସଂଘର ବ୍ଲକ ସମ୍ମୁଖରେ ଗଣଧାରଣା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଆଜି ବ୍ଲକ ସମ୍ମୁଖରେ ଗାଁ ସାଥୀ ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଦୁର୍ଗାମଣ୍ଡପଠାରୁ ଗାଁ ସାଥୀମାନେ ଏକ ରାଲିରେ ଆସି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ସଂଘ
Read More...

ବିଦ୍ୟାଳୟରେ ପ୍ରବେଶ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : ମ.ରାମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଚ୍ଛାଡେଙ୍ଗେନରେ କୋଭିଡ-୧୯ କଟକଣା ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଦୀର୍ଘ ୧୮ ମାସରୁ ଅଧିକ ଦିନ ହେବ
Read More...