ଗଛ କାଟିବା ବେଳେ ପାଚେରୀ ପଡି ଯୁବକ ମୃତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସହରର ବଲାଙ୍ଗିର ଛକ ନିକଟରେ ଜନୈକ ବ୍ୟବସାୟୀଙ୍କ ଘରକୁ ଲାଗି ଥିବା ଏକ ଗଛ କାଟିବା ସମୟରେ ଉକ୍ତ ଗଛ ନିକଟରେ ଥିବା ପାଚେରୀ ଉପରେ ପଡିଯାଇଥିଲା । ପାଚେରୀ ଭାଙ୍ଗି ଯୁବକଙ୍କ!-->…
Read More...
Read More...