Browsing Tag

kalahandi news

ଖାଦ୍ୟ ନିରାପତ୍ତା ଉପରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ଉପରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି (ଊଖଇଉ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଏମ୍‌ଓ ଡ. ସୁଚେତା ପାଣି ,…
Read More...

ଭବାନୀପାଟଣାଠାରେ ଦ୍ୱିତୀୟ ଦିଶା କମିଟି ବୈଠକ ୨୦୨୩-୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ମୌଷଦି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ…
Read More...

ଧାନ ରଖିବାକୁ ନେଇ ଚାଷୀ-ଚାଷୀ ମଧ୍ୟରେ ଛୁରା ମାଡ଼

କଳାହାଣ୍ଡି : ଧାନ ମଣ୍ଡିରେ ଚାଷୀ-ଚାଷୀ ମଧ୍ୟରେ ଛୁରା ମାଡ଼ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ନିକଟରେ ଦୁଇ ଚାଷୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଛୁରାମାଡ ହୋଇଥିବା ନେଇ ଜଣାପଡିଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ନିକଟରେ ଆଜି ସକାଳ ସମୟରେ…
Read More...

କର୍ଲାମୁଣ୍ଡା ହାଇସ୍କୁଲର ୨୦୦୪ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ୨୦୦୪ ମାଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁ ମିଳନ ଧବଳେଶ୍ୱର ଶିବ ମନ୍ଦିର ଵେଳଖଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ…
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ : ମଦନପୁର ସତସଙ୍ଗ କେନ୍ଦ୍ରର ଏକାଦଶ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ରଠାରେ ଶ୍ରୀ ଠାକୁର ଅନୁକୁକ ଚନ୍ଦ୍ରଙ୍କ ୧୩୬ତମ ବାର୍ଷିକ ଉତ୍ସବ ସହ ସତସଙ୍ଗ କେନ୍ଦ୍ରର ଏକାଦଶ ବାର୍ଷିକ ଉତ୍ସବ ସହ ପ୍ରତୀକ ରିତ୍ଵିକ ଅସୀମ ଘୋଷ ଓ ସଭାପତି ରୁଦ୍ର ପ୍ରସାଦ ନାୟକଙ୍କ ତତ୍ୱାବଧାନରେ…
Read More...

କେରପାଇ ଗାଁରେ ମାଓ ପୋଷ୍ଟର

କଳାହାଣ୍ଡି : କେରପାଇ ଗାଁରେ ମାଓ ପୋଷ୍ଟର । ତିଜମାଳି ଖଣି ଖନନକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ କେରପାଇଠାରେ ମାଓବାଦୀମାନେ ଏକ ପୋଷ୍ଟର ଲଗାଇଛନ୍ତି । ପୋଲିସକୁ ଦମନ ଓ କମ୍ପାନୀର ଦଲାଲ ନେତାକୁ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି ମାଓବାଦୀ । ଗୁରୁବାର ପୋଲିସ ମହାନିର୍ଦ୍ଦେଶକ…
Read More...

ଜିଲ୍ଲାସ୍ତରୀୟ ନିଯୁକ୍ତିମେଳାରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ଯୋଗଦାନ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଡିଆଇଇଟି ସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନିଯୁକ୍ତିମେଳାରେ ମୋଟ ୨୮ଟି ନିଯୁକ୍ତି ଦାତା ଅଂଶ ଗ୍ରହଣ କରିଥିଲେ । ଏହି ନିଯୁକ୍ତିମେଳାର କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ଉଦ୍ୟମରେ ୯୬ ଜଣ ଦିବ୍ୟାଙ୍ଗ ଯୁବକ,…
Read More...

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ…
Read More...

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବାର୍ଷିକ ନିଯୁକ୍ତି ମେଳା

କଳାହାଣ୍ଡି, (ପି.କେ ସାହୁ) : ଆଜି ଭବାନୀପାଟଣା ସ୍ଥିତ ଡିଆଇଇଟି ସ୍କୁଲ ପଡିଆରେ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା…
Read More...