Browsing Tag

kalahandi news

କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘ ଗଠିତ

ମାସିକ ୬ ହଜାର ଟଙ୍କା ପାରିତୋଷକ ପାଇଁ ଦାବୀପତ୍ର ପ୍ରଦାନ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଶିବ ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘର ସମାବେଶ ଅନୁଷ୍ଠିତ ହେବା ସହ କର୍ମକର୍ତ୍ତା ଚୟନ କରାଯାଇଛି । ୱାର୍ଡ ମେମ୍ବର…
Read More...

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ କଳାହାଣ୍ଡି, (ପି. କେ. ସାହୁ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ…
Read More...

ଫାର୍ମାସିଷ୍ଟ ସନ୍ତୋଷ ମିଶ୍ରଙ୍କ ଅବସର ଗ୍ରହଣ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ସନ୍ତୋଷ ମିଶ୍ର ଅବସର ଗ୍ରହଣ କରିଛନ୍ତି । ସେ ୧୯୮୬ରେ ଜୟପାଟଣା ଠାରୁ ଚାକିରି ଜୀବନ ଆରମ୍ଭ କରିଥିବାବେଳେ ତାଙ୍କ ରୋଗୀ ସେବା, ବ୍ୟବହାର, ଲୋକ…
Read More...

ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ : ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ

କଳାହାଣ୍ଡି : ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ । ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ । କଳାହାଣ୍ଡି ଧର୍ମଗଡ଼ ସହରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯାତ୍ରୀ ଅଳ୍ପକେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ…
Read More...

ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ପରୀକ୍ଷା ଫଳ : ଦୀପିକା ପ୍ରଥମ, କାର୍ତ୍ତିକ ଦ୍ୱିତୀୟ, ଅଂଶୁମାନ ତୃତୀୟ

କଳାହାଣ୍ଡି, (ହେମନ୍ତ ସାହୁ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଦନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦ୍ଵାଦଶ ଶ୍ରେଣୀର ତିନିଜଣ…
Read More...

ସୁପ୍ରିୟା ସାହୁ ଚନ୍ଦ୍ରପୁର ଆଦର୍ଶ ବିଦ୍ୟାଳୟରେ ପ୍ରଥମ

କଳାହାଣ୍ଡି, (ହେମନ୍ତ ସାହୁ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ସଦର ଚନ୍ଦ୍ରପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ…
Read More...

କର୍ଲାମୁଣ୍ଡାରେ ବଳ ଗୋଟାଉଛି କଂଗ୍ରେସ : ୬ ଜଣ ସମିତି ସଭ୍ୟ କଂଗ୍ରେସରେ ସାମିଲ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ସରଦାପୁର ଠାରେ କଂଗ୍ରେସ ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାଥୀ ଭକ୍ତ ଚରଣ ଦାସ ଯୋଗଦେଇ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ଏହି ବ୍ଲକର ଉପାଧ୍ୟକ୍ଷ…
Read More...

ବିଜେଡି ପାଇଁ ଝଟକା : କର୍ଲାମୁଣ୍ଡା ବ୍ଲକ୍‌ ଉପାଧ୍ୟକ୍ଷ ତଥା ଆଦିବାସୀ ସଂଘ ବ୍ଲକ୍‌ ସଭାପତିଙ୍କ ବିଜେଡିରୁ ଇସ୍ତଫା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ୍‌ ଉପାଧ୍ୟକ୍ଷ ତଥା ବ୍ଲକ୍‌ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ପରେ ବିଜେଡି ପାଇଁ ଝଟକା ସୃଷ୍ଟି ହୋଇଛି । ସେ ବିଜେଡିର ସକ୍ରିୟ ସଭ୍ୟ ଭାବେ ସଂଗଠନକୁ ମଜ୍‌ବୁତ୍‌ କରିବା ନେଇ ସବୁବେଳେ…
Read More...

ଚଇତି ଚଢ଼େଇର ରଜତ ଜୟନ୍ତୀ ସମାରୋହ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ପ୍ରକାଶିତ ଚଇତି ଚଢ଼େଇ ଶିଶୁ ପତ୍ରିକାର ରଜତ ଜୟନ୍ତୀ ସମାରୋହ ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ମଦନପୁର, ରାଧାଯୁଗଲ ସାଂସ୍କୃତିକ କ୍ଲବ ତରଫରୁ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ : ଅସହାୟ ଦମ୍ପତିଙ୍କୁ ସହାୟତା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକ ମଦନପୁର ରାଧାଯୁଗଳ ସାଂସ୍କୃତିକ କ୍ଲବ ତରଫରୁ ବିଶ୍ୱରତ୍ନ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର…
Read More...