ପରିଣତ ବୟସରେ ବୁଢୀମା ପିଠିରେ ଦୁଇ ନାତୁଣୀଙ୍କ ବୋଝ
ଜୟପାଟଣା, (ଶେଷଦେବ ବେହେରା) : "ଦେଲା ନାରୀ ହେଲା ପାରି" ଶବ୍ଦକୁ ଭୁଲ ପ୍ରମାଣିତ କରିଥିବା ଜଣେ ୭୫ ବର୍ଷୀୟା ବୁଢ଼ୀ ମା'ଙ୍କ କାନ୍ଧରେ ଦୁଇ ନାତୁଣୀଙ୍କ ବୋଝ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ଯବାନ ଝିଅ ସାପ କାମୁଡାରେ ଆରପାରିକୁ ଚାଲି ଯାଇଥିଲା ହେଲେ କୋଳରେ ଜନ୍ମ ଦେଇଥିବା!-->…
Read More...
Read More...