Browsing Tag

ipl

ଆଇପିଏଲ ଟ୍ରଫି ପାଇଁ ପ୍ଲେ ଅଫରେ ଲଢ଼ିବେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ସହ ହାଇଦ୍ରାବାଦ : ୫ରେ କ୍ଵାଲିଫାୟର ୧, ୭ରେ…

ଦୁବାଇ : ଚଳିତ ଆଇପିଏଲ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ମଙ୍ଗଳବାର ପଏଣ୍ଟ ତାଲିକାର ଶୀର୍ଷରେ ଥିବା ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୦ ୱିକେଟରେ ପରାସ୍ତ କରି ସନ୍‌ରାଇଜର୍ସ ହାଇଦ୍ରାବାଦ ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ଏହି ପର୍ୟ୍ୟାୟରେ
Read More...

ଆଇପିଏଲ୍‌ : କୋଲକାତାକୁ ୬ ୱିକେଟରେ ହରାଇ ପ୍ଲେ ଅଫ୍‌ରୁ ଦୂରେଇ ରଖିଲା ଚେନ୍ନାଇ

ଦୁବାଇ : ପ୍ଲେ ଅଫ୍ ପ୍ରବେଶ ଦୃଷ୍ଟିରୁ ଏକ ପ୍ରକାର କର ବା ମର ସ୍ଥିତିରେ ଥିବା କେକେଆର ଗୁରୁବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଯୁବ ପ୍ରାରମ୍ଭିକ ଯୋଡ଼ି ଶୁଭମନ ଗିଲ୍‌ (୨୬) ଓ ନୀତୀଶ ରାଣା (୮୭) ପ୍ରଥମ ୱିକେଟ୍‌ରେ ୫୩ ରନ୍ ଯୋଡ଼ିଥିଲେ। କର୍ଣ୍ଣ ଶର୍ମା ଚତୁରତାର ସହ
Read More...

ଆଇପିଏଲ୍‌ : ଦିଲ୍ଲୀକୁ ହରାଇ ପ୍ଲେ ଅଫ୍ ଆଶାରେ ହାଇଦ୍ରାବାଦ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ରେ‌ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ। ଏହି ବିଜୟ ସହ ହାଇଦ୍ରାବାଦ ୧୦ ଅଙ୍କ ସଂଗ୍ରହ କରି ୬ଷ୍ଠ ସ୍ଥାନରେ ରହିଛି । ହାଇଦ୍ରାବାଦ ଦଳ
Read More...

ଆଇପିଏଲ : ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପଞ୍ଜାବର ଉତ୍କଣ୍ଠାପୂର୍ଣ୍ଣ ବିଜୟ

ଦୁବାଇ : ଶନିବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଯେ ଅଧିନାୟକ କେଏଲ୍ ରାହୁଲଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ତାହା ପୁଣି ଥରେ ପ୍ରମାଣିତ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିବା ମନଦୀପ ସିଂହ (୧୭) କିନ୍ତୁ ପ୍ରଥମ ୱିକେଟ୍ ଭାବେ
Read More...

ଆଇପିଏଲ୍‌ : ଦିଲ୍ଲୀକୁ ୫୯ ରନ୍‌ରେ ହରାଇଲା କୋଲକାତା

ଆବୁଧାବି : କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନ୍‌ରେ ପରାସ୍ତ କରିଛି । ଟସ୍‌ ଜିଣି ଦିଲ୍ଲୀ ଟିମ୍‌ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଇଅନ୍‌ ମୋର୍ଗାନଙ୍କ
Read More...

ଆଇପିଏଲ : ମନୀଷ ଓ ବିଜୟଙ୍କ ୧୪୦ରନ୍‌ର ଭାଗିଦାରୀ ବଳରେ ରାଜସ୍ଥାନକୁ ୮ ୱିକେଟରେ ହରାଇଲା ହାଇଦ୍ରାବାଦ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଦଶମ ମ୍ୟାଚରୁ ଡେଭିଡ୍‌ ୱାର୍ନରଙ୍କ ଦଳ ଚତୁର୍ଥ ବିଜୟ ସହ ପ୍ଲେ ଅଫ୍‌ ଆଶାକୁ ଉଜ୍ଜୀବିତ ମଧ୍ୟ କରିଛି।
Read More...

ଆଇପିଏଲ : ଧାୱନଙ୍କ ଲଗାତାର ୨ୟ ଶତକ ବେକାର : ଦିଲ୍ଲୀକୁ ହରାଇ ହ୍ୟାଟ୍ରିକ ବିଜୟ ସହ ପଞ୍ଜାବର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଆବୁଧାବି : ଶିଖର ଧାୱନଙ୍କ କୀର୍ତ୍ତିମାନ ଭରା କ୍ରମାଗତ ଶତକ ସତ୍ତ୍ବେ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ମ୍ୟାଚ୍‌କୁ ଜିତିପାରିନାହିଁ। ଧାୱନ ପୁଣି ଥରେ ମାତ୍ର ୫୭ ବଲ୍‌ରୁ ଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ ବିନିମୟରେ
Read More...

ଆଇପିଏଲ : ସପ୍ତମ ପରାଜୟ ପରେ ଆଇପିଏଲରୁ ବିଦାୟ ଦ୍ଵାରରେ ଚେନ୍ନାଇ

ଆବୁଧାବି : ୩ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସର ୨୦୨୦ ଆଇପିଏଲ୍‌ ଅଭିଯାନ ବିନା ପ୍ଲେ ଅଫ୍‌ରେ ଶେଷ ହେବା ଆଶଙ୍କା ସୃଷ୍ଟି ହୋଇଛି। ଚମକହୀନ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ସୋମବାର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ନିକଟରୁ ୭ ୱିକେଟରେ ଶୋଚନୀୟ ଭାବେ ପରାଜୟ ବରଣ
Read More...

ଆଇପିଏଲ : ସୁପର ଓଭରରେ ହାଇଦ୍ରାବାଦକୁ ହରାଇ କୋଲକାତା ବିଜୟୀ, କମାଲ ବୋଲିଂ କରି ଫର୍ଗୁସନ ଶ୍ରେଷ୍ଠ ଖେଳାଳି ପୁରସ୍କୃତ

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ(ଆଇପିଏଲ୍‌)-୧୩ର ୩୫ତମ ମ୍ୟାଚ୍‌କୁ ସୁପର ଓଭରରେ କୋଲକାତା ନାଇଟ୍‌ ରାଇଡର୍ସ ଜିତିଛି। ହାଇଦ୍ରାବାଦ୍‌ ୧୬୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିଲା। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ
Read More...

ଆଇପିଏଲ: ମୋର୍ଗାନଙ୍କ କୋଲକାତାକୁ ଏକପାଖିଆ ଭାବେ ହରାଇ ରୋହିତଙ୍କ ମୁମ୍ବାଇ ଶୀର୍ଷରେ : ୭୮ ରନର ପାଳି ଖେଳି…

ଆବୁଧାବି : ଆଇପିଏଲ୍‌ର ୩୨ତମ ମ୍ୟାଚ୍‌ ଶୁକ୍ରବାର କୋଲ୍‌କାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକପାଖିଆ ଭାବେ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍‌ରେ ଜିତି ୧୨ ‌ପଏଣ୍ଟ ସହ ଟେବୁଲର ଦ୍ବିତୀୟରୁ ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ କେକେଆର୍‌ (୮ ପଏଣ୍ଟ୍‌) ପୂର୍ବବତ୍‌
Read More...