Browsing Tag

harbhanga news

ଜନସେବା କେନ୍ଦ୍ରରୁ ୬୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ଅଭିଯୋଗ

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଝାରଖମଣ ଛକ ସ୍ଥିତ ଏକ ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଦୁର୍ବୃତ୍ତ ମାନେ ଚୋରି କରି ନେଇଥିବା ଜଣାପଡିଛି । ସୂଚନା ମତେ ଜନସେବା ମାଲିକ ଅଜିତ କୁମାର ପ୍ରଧାନ ଗତକାଲି ରାତି ୦୮.୦୦ ଘଟିକା ସମୟରେ ନିଜର ଜନସେବା କେନ୍ଦ୍ରକୁ ବନ୍ଦ କରି ନିଜ
Read More...

ବାଘ, କୁଟୁରା ଓ ହରିଣ ଛାଲ ଜବତ : ଶିକାରୀ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଛାଲ ଜବତ ସହ ଶିକାରୀକୁ ଏସ୍‌ଟିଫ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସ୍‌ଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା
Read More...

ରାସ୍ତା ତଳକୁ ଓଲଟିଲା ମାଲ ବୋଝେଇ ଟ୍ରକ : ୨ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ କଖାରୁଫାଳଠାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଝାରସୁଗୁଡାରୁ ଲୁହା ପଥର ବୋଝେଇ ଟ୍ରକ୍ ପାରାଦ୍ୱୀପ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି
Read More...

ତୀର୍ଥଯାତ୍ରୀ କାର୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୨ ଶିଶୁ ସମେତ ୫ ଯାତ୍ରୀ

ହରଭଙ୍ଗା : ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ତୀର୍ଥଯାତ୍ରୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତିଲେ ୨ ଶିଶୁ ସମେତ ୫ ଜଣ ଯାତ୍ରୀ । ସୂଚନା ଅନୁଯାୟୀ, ଜାଗା ଦର୍ଶନ ପାଇଁ ଛତିଶଗଡରୁ ପୁରୀ ଯାଉଥିବା ସିଜି ୦୮-ୟୁ-୭୧୭୮ ନଂ ବିଶିଷ୍ଟ ଏକ ତୀର୍ଥଯାତ୍ରୀ କାର୍ ହରଭଙ୍ଗା ବ୍ଲକ ୫୭ନଂ
Read More...

ହରଭଙ୍ଗା ଲୋକ ମହୋତ୍ସବ ଉଦ୍‌ଘାଟିତ

ହରଭଙ୍ଗା : ହରଭଙ୍ଗା ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆଜି ଦିନ ୧୨ଟା ସମୟର ହରଭଙ୍ଗା ଅଂଚଳରେ ଅଧିଷ୍ଠାତ୍ରୀ ଦେବୀ ମା' ରୁଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରା ବାହାରି ମା'ଙ୍କର ଆଜ୍ଞା ମାଳଙ୍କୁ ନେଇ ମହୋତ୍ସବ ପଡିଆରେ ମା' ରୁଦ୍ରକାଳୀଙ୍କ ପ୍ରତିମା ଓ
Read More...

ସଡକ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୧୧

ହରଭଙ୍ଗା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଚମ୍ପାପୁର ନିକଟରେ ରବିବାର ଏକ ବୋଲେରୋ କାର୍‌କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମାତ୍ର ସୌଭାଗ୍ୟ ବଶତଃ ଉଭୟ ଗାଡିର ୧୧ଜଣ ଯାତ୍ରୀ ଓ ଚାଳକ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା
Read More...

ଆମ୍ବେଦକର ମେମୋରିଆଲ କପ୍ ଉଦ୍‌ଯାପିତ : ସାଇ ସ୍ପୋଟିଙ୍ଗ ଫୁଲବାଣୀ ଚାମ୍ପିୟନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆମ୍ବେଦକର ଯୁବ ପରିଷଦ ଆନୁକୂଲ୍ୟରେ ହରଭଙ୍ଗା ଖେଳ ପଡ଼ିଆରେ ଚାଲିଥିବା ଆମ୍ବେଦକର ମେମୋରିଆଲ ଚାଲେଞ୍ଜ କପ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତା ୮ତାରିଖରୁ ଆରମ୍ଭ ହୋଇ ଶନିବାର ୧୪ତାରିଖରେ ଶେଷ ହୋଇଛି । ଏଥିରେ ସାଇ ସ୍ପୋଟିଙ୍ଗ
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ହରଭଙ୍ଗା : ବୌଦ୍ଧ-କନ୍ଧମାଳ ସୀମାନ୍ତ ଘାଟି ରାସ୍ତା ତଳକୁ ଖସିଲା ଗାଡି । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ବୌଦ୍ଧ ରାଣୀପଥର ସୀମାନ୍ତରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଓଡି ୨୩ ଏନ୍‌ ୩୭୬୮ ନମ୍ବର ବିଶିଷ୍ଟ ଏକ ସିମେଣ୍ଟ ବୋଝେଇ ଅଶୋକ ଲେଲାଣ୍ଟ ବୋଲକର ଗାଡି ଫୁଲବାଣୀରେ ସିମେଣ୍ଟ
Read More...

କାର୍‌କୁ ପଛରୁ ପିଟିଲା ଟ୍ରକ୍‌

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ସ୍ଥିତ ଯୋଗୀପଦରଠାରେ ରବିବାର ରାତିରେ ଏକ କାର୍‌କୁ ପଛପଟୁ ଟ୍ରକ୍‌ ଧକ୍କା ଦେଇଥିବା ସୂଚନା ମିଳିଛି । ଏଥିରେ ଥିବା ବିଜେଡି କର୍ମୀ ବ୍ରହ୍ମାବାସୀ ବେଉରା ଏକ ବଡ ଦୁର୍ଘଟଣାରୁ ଅଳ୍ପକେ
Read More...

ଷଷ୍ଠ ଗଡଜାତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସାଧୁଚରଣ ଖେଳ ପଡିଆ ଠାରେ ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଥମେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀ ଓ ଜଗତର ନାଥ
Read More...