Browsing Tag

gudbhela news

ଗୁଡଭେଲା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ବ୍ଲକ୍ କନଫରେନ୍ସ ହଲ ଠାରେ ବିଡିଓ ଗୁରେଶ୍ଵର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଇଓ ନମିତା ରାଣୀ ଭୋଇ ଯୋଗ ଦେଇଥିଲେ । ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ସ୍ୱାଗତ ଅଭିଭାଷଣ ପ୍ରଦାନ…
Read More...

ଗୁଡ଼ଭେଲା ବ୍ଲକରେ ଏକ ଦିବସୀୟ ବ୍ଲକ ସ୍ତରୀୟ ଶିକ୍ଷକ ତାଲିମ ଶିବିର ସଫଳ ଭାବେ ସମାପ୍ତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକରେ ରୋଡ ଟୁ ସ୍କୁଲ ପ୍ରୋଗ୍ରାମ ତରଫରୁ ଆୟୋଜିତ “ସମାଲୋଚନାତ୍ମକ ଚିନ୍ତନ ଏବଂ ସୃଜନଶୀଳ ଚିନ୍ତନ” ବିଷୟକ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ଶୁଭ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଶୁଭ ଦୀପ ପ୍ରଜ୍ଜ୍ୱଳନ…
Read More...

ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ବିଇଓ ନମିତା ରାଣୀ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତେନ୍ତୁଳି ଖୁଣ୍ଟି ପଞ୍ଚାୟତ ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆର୍‌ସିସି ଓ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି…
Read More...

ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ତେନ୍ତୁଳି ଖୁଣ୍ଟିଠାରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ଲାର୍ଣ୍ଣି ଲିଙ୍କ୍ ଫାଉଣ୍ଡେସନ ରୋଡ୍ ଟୁ ସ୍କୁଲ୍ ପ୍ରୋଗ୍ରାମ ତରଫରୁ ଗ୍ରାମ ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟି ଠାରେ ଆନ୍ତର୍ଜାତିକ ଯୁବ ଦିବସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପରିଚାଳନା ଧନଞ୍ଜୟ…
Read More...

ଗୁଡ଼ଭେଲାରେ ଅଭିଯୋଗ ଶୁଣାଣି ଶିବିର

ଗୁଡ଼ଭେଲା, (ଖୁସିରାନୀ ସାହୁ ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆରକ୍ଷୀ ଅଧିକ୍ଷକ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୦ଟି ଅଭିଯୋଗ ହୋଇ ଥିବାବେଳେ ତୁଷୁରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ଗୃହ, ରାସ୍ତା ସମସ୍ୟା ଓ…
Read More...

ସଟସର୍କିଟ ଯୋଗୁଁ ଘର ପୋଡି ଛାରଖାର

ଗୁଡଭେଲା : ଗୁଡଭେଲା ପଂଚାୟତ ଦୁଲିକୂନା ଗ୍ରାମ ଜନୈକ ଦିନ ମଜୁରିଆଙ୍କ ଘର ବିଦ୍ୟୁତ ସର୍ଟସାର୍କିଟ ଯୋଗୁଁ ସମସ୍ତ ଆସବାବପତ୍ର ପୋଡି ଛାରଖାର ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଦୂଲିକୂନା ଗ୍ରାମର ନିତ୍ୟାନନ୍ଦଙ୍କ ସ୍ତ୍ରୀ ନମିତା ନନ୍ଦ ଗତକାଲି ରାତି ଶୋଇଥିବା ବେଳେ ଅନ୍ୟ ଏକ…
Read More...

ତୁରନ୍ତ ଶିକ୍ଷକ ପଦୋନ୍ନତି ପାଇଁ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

ଗୁଡଭେଲା, (କେପିଏନ୍‌ଏସ୍‌) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୂକ୍ତ) ବଲାଙ୍ଗିର ଜିଲ୍ଲାର ଆହ୍ୱାନ କ୍ରମେ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘ ତରଫରୁ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଆଠ ଜଣିଆ ପ୍ରତିନିଧି ଦଳ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ…
Read More...

ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦ୍‌ଘାଟିତ

ଗୁଡଭେଲା, (କେପିଏନ୍‌ଏସ୍‌) : ତୁଷୁରା ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଞ୍ଚିର ମିଳିତ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲା ତୁଷୁରା ଅଗ୍ରସେନ ଭବନଠାରେ ରବିବାର ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଘାଟିତ ହୋଇଯାଇଛି । ଏହି…
Read More...

ଗୁଡଭେଲା ବ୍ଲକ୍‌ର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ଓ ବ୍ଲକ୍‌ସ୍ତରୀୟ ଟି. ଏଲ୍. ଏମ୍ ମେଳା ଆୟୋଜିତ

ଗୁଡଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍‌ର ଆଠଟି କ୍ଲଷ୍ଟର୍‌ର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହେଉଛି । ଏହା ଜୁଲାଇ ୨୨ରୁ ଆରମ୍ଭ ହୋଇ ଜୁଲାଇ ୨୮ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଥମ ଦିବସରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଦ୍ୱିତୀୟ ଦିନରେ…
Read More...

ସମନ୍ଵିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ଲୋକାର୍ପିତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକ ଓଡ଼ିଶାର ୧୦ଗୋଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ଏକ ଅନ୍ୟତମ ବ୍ଲକ । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ବିକାଶ ମାନଦଣ୍ଡର ନିମ୍ନରେ ରହିଛି । ବ୍ଲକର ୫ଗୋଟି ଗ୍ରାମପଞ୍ଚାୟତ…
Read More...