Browsing Tag

ganjam news

ପ୍ରତିଶୃତି ପରେ ରେଳରୋକ ଆନ୍ଦୋଳନ ପ୍ରତ୍ୟାହାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୁରୀ-ତିରୁପତି ଏବଂ ହିରାଖଣ୍ଡ ଦୃତଗାମୀ ଟ୍ରେନ ରହଣି ଦାବୀ ନେଇ ଗଞ୍ଜାମ ରେଳଷ୍ଟେସନରେ ମଙ୍ଗଳବାର ଗଞ୍ଜାମ ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକ କରାଯାଇଥିଲା । ଭୋର ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନକୁ ଶତାଧିକ
Read More...

ଗୁଣିଆଁ ସନ୍ଦେହରେ ମାଡ଼ ଓ ଦାନ୍ତ ଭାଙ୍ଗିବା ଘଟଣା : ଆହତଙ୍କ ଭଉଣୀ ଦେଲେ ଏତଲା, ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧୀନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ଗଡ଼ ହୁମ୍ମା ଗ୍ରାମରେ ଦୁଇ ଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିବା ଘଟଣାରେ ଆହତ କିଶୋର ଦାସଙ୍କ ଭଉଣୀ ସୋମବାର ରମ୍ଭାଥାନାରେ ଲିଖିତ ଏତଲା ଦେଇଛନ୍ତି । ପ୍ରାୟ ଗ୍ରାମର ୬ରୁ ଅଧିକ ଲୋକଙ୍କ ନାମ ଏତଲାରେ ଉଲ୍ଲେଖ
Read More...

ପୁଣି ଚମକିଲେ ଗଞ୍ଜାମ ଝିଅ ମନସ୍ୱିନୀ : ଦୁଃସାହସିକ ସାମୁଦ୍ରିକ କ୍ରୀଡା ଏସିଆ ଉଇଣ୍ଡ ସର୍ଫିଙ୍ଗ୍‌ ଚମ୍ପିୟାନସିପ୍‌ରେ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୁଣି ଚମକିଛନ୍ତି ଗଞ୍ଜାମର ସୁନାଝିଅ ମନସ୍ୱିନୀ ମହାରଣା । ଦୁଃସାହସିକ ସାମୁଦ୍ରିକ କ୍ରୀଡା ଏସୀୟ ଉଇଣ୍ଡ ସର୍ପିଙ୍ଗ୍‌ ଚମିୟାନ୍‌ସିପ୍‌ରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏନେଇ ଗୋଲ୍ଡ ମେଡଲ ପାଇଥିବା ଓଡ଼ିଆ ଝିଅ ମନସ୍ୱିନୀଙ୍କୁ ବିଭିନ୍ନ ଆଡୁ
Read More...

ଲକ୍ଷଲକ୍ଷ ସଂଖ୍ୟାରେ ସମୁଦ୍ରକୁ ମୁହାଁଇଲେ ସାମୁଦ୍ରିକ କଇଁଛ ଛୁଆ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ବେଳାଭୁମିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଣ୍ଡାରୁ ଫୁଟି ଏବେ ସମୁଦ୍ର ମୁଁହା । ସନ୍ଧ୍ୟା ଆସିବା ପରେ ଥଣ୍ଡା ପରିବେଶରେ ରାତ୍ର ତମାମ ବିସ୍ତୀଣ୍ଣ ବାଲୁକା ଶଯ୍ୟାରେ ପୋତି
Read More...

ହୁମ୍ମା ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାସ : ଦୁଇ ଅଭିଯୁକ୍ତଙ୍କୁ କୋଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମ୍ମା ଫାଣ୍ଡି ଅନ୍ତର୍ଗତ ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ହୁମ୍ମା ଫାଣ୍ଡି ପୋଲିସ ।ଉକ୍ତ ଚୋରି ଘଟଣାର ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ହୁମ୍ମା ତଳ ସାହିର ଶ୍ରୀଧର
Read More...

ପୁଣି ବଦଳିଲେ ଗଞ୍ଜାମ ଥାନା ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦୁଇ ସପ୍ତାହ ମଧ୍ୟରେ ଗଂଜାମ ଥାନାରେ ତିନି ଅଧିକାରୀ ବଦଳ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି ।ଗତ କିଛିଦିନ ତଳେ ଗଂଜାମ ଥାନାରେ କାର୍ଯ୍ୟରତ ଶୁଭେନ୍ଦୁ କୁମାର ସାହୁଙ୍କ ଗାଙ୍ଗପୁର ଥାନାକୁ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ଦାୟିତ୍ୱ ନେଇଥିଲେ ପି ସ୍ୱରୂପ
Read More...

ଅତିରିକ୍ତ ତହସିଲଦାର ଓ ୩ ଆର୍‌ଆଇଙ୍କୁ ମାଡ ଘଟଣା : ୨ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ବାଲି ମାଫିଆ ମାନେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରାଙ୍କୁ ଆକ୍ରମଣକାରୀ ଲହୁ ଲୁହାଣ କରି ପକାଇଥିଲେ । ଉକ୍ତ ଘଟଣାରେ ପୋଲିସ ଦୁଇ ମୁଖ୍ୟ
Read More...

ବାଲି ଚୋରା ଚାଲାଣ ରୋକିବାକୁ ଯାଇ ଲହୁ ଲୁହାଣ ହେଲେ ଅତିରିକ୍ତ ତହସିଲଦାର ଓ ୩ ରାଜସ୍ୱ ନିରୀକ୍ଷକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବାଲି ଚୋରା ଚାଲାଣକୁ ରୋକିବାକୁ ଯାଇ ଲହୁ ଲୁହାଣ ହୋଇଛନ୍ତି ଅତିରିକ୍ତ ତହସିଲଦାରଙ୍କ ସମେତ ତିନି ଆର୍‌ଆଇ । ଆକ୍ରମଣକାରୀ ମାନେ ଗଛ ଡାଳ ଭାଙ୍ଗି ଉପରିସ୍ଥ ଅଫିସର ଓ ଆରଆଇ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ । ଏହିଭଳି ଏକ ଅଭାବନୀୟ ଘଟଣା
Read More...

ରମ୍ଭା ଏନ୍‌ଏସି ଅଧ୍ୟକ୍ଷା ଓ କାଉନସିଲର୍‌ଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାରଠାରୁ ଏନ୍‌ଏସି ମ୍ୟୁନିସିପାଲିଟି ଆରମ୍ଭ କରିଥିବା ଅଭିଯାନ ଶୁକ୍ରବାର ଦିନ ରମ୍ଭା ଏନ୍‌ଏସି ସମ୍ମିଳନୀ କକ୍ଷ ପରିସରରେ ନବାଗତା ଅଧ୍ୟକ୍ଷା ଓ କାଉନସିଲର୍‌ଙ୍କୁ ନେଇ ପ୍ରଶାସନିକ ଅଫିସରଙ୍କ ଉପସ୍ଥିତିରେ
Read More...

କଣ୍ଟାପଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଧ୍ୟତ୍ମିକ କବିତା ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସୁବଲୟା ପଂଚାୟତ କଣ୍ଟାପଡା ମଠ ମକୁନ୍ଦପୁର ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବରରରେ ଏକ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପ୍ରଜ୍ଞା ପରିଷଦ, ଗଞ୍ଜାମର କବିତା ଘର ଲିଟେରାରୀ
Read More...