ରମ୍ଭାରେ ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ନୂତନ ମନ୍ଦିର ନିର୍ମାଣର୍ଥେ ଭୂମି ଓ ଶଙ୍ଖମ ଶିଳା ପୂଜା ଉତ୍ସବ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ମେଡିକାଲ ଛକ ସମ୍ମୁଖରେ ଶ୍ରୀ ଶ୍ରୀ ମା' ବାସବୀ କନ୍ୟକା ପରମେଶ୍ୱରୀଙ୍କ ନୂତନ ମନ୍ଦିର ନିର୍ମାଣ ଉପଲକ୍ଷେ ଭୂମି ପୂଜା ଓ କ୍ରିଷ୍ଣା ଶୀଳା ଶଙ୍ଖମ ପ୍ରତିଷ୍ଠା ଓ ସ୍ଥାପନ ଉତ୍ସବ ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ!-->…
Read More...
Read More...