ଜିଲ୍ଲାପାଳଙ୍କ ଗଞ୍ଜାମ ଗ୍ରସ୍ତ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଗଞ୍ଜାମ ସହର ଗ୍ରସ୍ତ କରି ଗଞ୍ଜାମ ସବ ରେଜିଷ୍ଟର କାର୍ଯ୍ୟାଳୟ ଓ ପୋଲିସ ଥାନା ପରିଦର୍ଶନ କରିଥିଲେ । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ତହସିଲ, ସବ ରେଜିଷ୍ଟର ଏବଂ ଏନଏସି କାର୍ଯ୍ୟାଳୟ ଦାୟିତ୍ୱ!-->…
Read More...
Read More...