Browsing Tag

ganjam news

ଅଲିଭ ରିଡଲେଙ୍କ ମିଳନ ପର୍ବ ଆରମ୍ଭ, ଋଷିକୂଲ୍ୟା ମୁହାଁଣରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପୁରୁଣାବନ୍ଧ ପଞ୍ଚାୟତ ଋଷିକୂଲ୍ୟା ମୁହାଁଣ ଠାରୁ ଆରମ୍ଭ କରି ପୋଡ଼ମପେଟା ବେଳାଭୂମିକୁ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ସହରର ଋଷିକୂଲ୍ୟା ମୁହାଁଣ ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।…
Read More...

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ(ବିକ୍ଷିପ୍ତ ଅଣ୍ଡାଦାନ) ଦେଖିବାକୁ ମିଳିଛି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ବେଳାଭୂମିରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସ୍ପାରାଟିକନେଷ୍ଟିକ(ବିକ୍ଷିପ୍ତ ଅଣ୍ଡାଦାନ) ହୋଇଥିବା ଜଣାପଡିଛି । ଫଳରେ ଏହାକୁ ନେଇ ପରିବେଶବିତ୍‌ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି ।…
Read More...

ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିୟମ ହଲରେ ଜାତୀୟ ସମ୍ବିଧାନ ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର ଓ ଗଞ୍ଜାମ ସ୍ୱେଚ୍ଛାସେବୀ ଦିଗଦର୍ଶନ ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସଭାପତି ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ…
Read More...

ହିଂସାର ପରିସମାପ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତରେ ମିଶନ ଶକ୍ତି ଓ ପିସିଆଇର ମିଳିତ ଆନୁକୂଲ୍ୟରେ ଲିଙ୍ଗଭିତ୍ତିକ ହିଂସାର ପରିସମାପ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୁବଳୟା ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟାଙ୍କ ଉପସ୍ଥିତିରେ ଉକ୍ତ…
Read More...

ଗଞ୍ଜାମ ପୋଲିସର ପ୍ରୟାସରେ ନିଜ ଜାତି ସମାଜ ସହ ମିଶିଲେ ୨୦ରୁ ଅଧିକ ପରିବାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପୋଲିସର ପ୍ରୟାସରେ ନିଜ ଜାତି ସମାଜ ସହ ମିଶିଲେ ୨୦ରୁ ଅଧିକ ପରିବାର । ସୂଚନା ଅନୁସାରେ, ଗଞ୍ଜାମ ଥାନା ବଡ଼କାଇଞ୍ଚପୁର ଗ୍ରାମର କୈବର୍ତ୍ତ କୁଳର କୋଠାଘରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଥାନା ଆଇଆଇସି ଲିଙ୍ଗରାଜ ବେହେରା, ସେକଣ୍ଡ…
Read More...

ଡ୍ରେନେଜ ବିଭାଗ ଅଧିକାରୀ ଗଞ୍ଜାମ ମୁଖ୍ୟ ନାଳ ଅନୁଧ୍ୟାନ କଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ମୁଖ୍ୟ ନାଳ ବା ଗଞ୍ଜାମ ସହର ମଧ୍ୟ ଦେଇ ସମୁଦ୍ରରେ ସଂଯୋଗ ହୋଇଥିବା ମୁଖ୍ୟ ନାଳ ପୁନଃଉଦ୍ଧାର ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଥିଲା । ଏଥିସହ ସ୍ଥାନୀୟ ଛତ୍ରପୁର ବିଧାୟକ ନିର୍ଦ୍ଦେଶ ପରେ ଏନଏସି ପ୍ରଶାସନ ପକ୍ଷରୁ…
Read More...

ପ୍ରକଳ୍ପ ପରିଦର୍ଶନ କଲେ ବିଭାଗୀୟ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକଟରେ ପ୍ରବାହିତ ଋଷିକୁଲ୍ୟା ନଦୀ କୂଳରେ ଆରମ୍ଭ ହେଉଥିବା ନଦୀବନ୍ଧ ପ୍ରକଳ୍ପ ଶୁକ୍ରବାର ଦିନ ବିଭାଗୀୟ ଅଧିକାରୀମାନେ ପରିଦର୍ଶନ କରିଛନ୍ତି । କ୍ୱାଲିଟି ଇନ୍‌ସୁରେନସ୍‌ ଚିଫ ଇଞ୍ଜିନିୟର ବ୍ରଜ କିଶୋର ପରିଡା,…
Read More...

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ୩ ଦଫା ଦାବୀ ନେଇ ରାସ୍ତାରେ ରାଲି ଓ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ (ନୂତନ ପେନସନଭୁକ୍ତ) ପକ୍ଷରୁ ୩ ଦଫା ଦାବୀ ନେଇ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତରେ ଅତିରିକ୍ତ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥା ଏକ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ମା'ଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ଜେଜେବାପା ଦୁଇ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ…
Read More...

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଗଞ୍ଜାମବାସୀଙ୍କ ତରଫରୁ ପ୍ରତ୍ୟେକ ବର୍ଷ ବସ୍‌ ସେବାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିରହି ଆସିଛି । ଶୁକ୍ରବାର ଦିନ ଗଞ୍ଜାମ ସହରବାସୀଙ୍କ ପକ୍ଷରୁ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ…
Read More...