Browsing Tag

ganjam news

ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବ୍ଲକ ଅଧ୍ୟକ୍ଷା ଓ ଜନ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡା ମହୋତ୍ସବ ବିଭିନ୍ନ ବ୍ଲକରେ ଆୟୋଜିତ ଯେପରି ହେଉଛି, ସେହିପରି ଗଞ୍ଜାମରେ ବ୍ଲକସ୍ତରୀୟ କ୍ରୀଡା ବିବାଦୀୟ…
Read More...

ଗଞ୍ଜାମ ବ୍ଲକରେ ଶୋକାକୁଳ ପରିବେଶ ମଧ୍ୟରେ ଜିଆରଏସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମ ପଞ୍ଚାୟତର ଜିଆରଏସ ଲକ୍ଷ୍ମୀ ଚରଣ ସାହୁ(୪୫)ଙ୍କ ଅକାଳ ବିୟୋଗରେ ଗଞ୍ଜାମ ବ୍ଲକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ମର ଶରୀର ଗଞ୍ଜାମ ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ବ୍ଲକ ଗୋଷ୍ଠୀ ଉନ୍ନୟନ…
Read More...

କଳା ଯମୁନା ବିଦ୍ୟାଳୟରେ ୬୧ତମ ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ କଳା ଯମୁନା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ୬୧ତମ ଶିଶୁ ଲେଖା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗୀରଥି ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ଗଞ୍ଜାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଗୃହ ପ୍ରବେଶ ଓ ରୋଗୀ କଲ୍ୟାଣ ସମିତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଧବାର ଦିନ ନୂତନ ଗୃହ ପ୍ରବେଶ ଓ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତି ବୈଠକରେ ସମିତିର ଅଧ୍ୟକ୍ଷ ତଥା ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟ ସନାତନ…
Read More...

ବ୍ଲକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ କନ୍‌ଫରେନ୍ସ ହଲ୍‌ରେ ସମନିତ୍ୱ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ବ୍ଲକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ସଲୀଳା ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ଫେରାର ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ଫର୍‌ୱାର୍ଡ କଲା ଗଞ୍ଜାମ ଥାନା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରାୟ ୧୨ ବର୍ଷ ହେଲା ଫେରାର ଥିବା ଜୈନେକ ଦୁଷ୍କର୍ମ ଅଭିଯୁକ୍ତ ଯୁବକ କୋର୍ଟ ଫର୍‌ୱାର୍ଡ କରିଛି ଗଞ୍ଜାମ ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁର ଚନ୍ଦ୍ର ପଲାଇଙ୍କ ପୁଅ ବିନୋଦ ପଲାଇ(୪୫) ।…
Read More...

ନିଖୋଜ ବୃଦ୍ଧ ପୁରୁଣାବନ୍ଧରୁ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିହାରରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନରେ ଯାଉଥିବା ଜୈନେକ ବୃଦ୍ଧ ଗତ ନଭେମ୍ବର ୨୬ ତାରିଖରେ ବାଲୁଗାଁ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର…
Read More...

ଗଞ୍ଜାମ ଏନଏସି କାଉନସିଲର ବୈଠକ ବାତିଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାଉନସିଲର ବୈଠକ ସୋମବାର ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଏନଏସି ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଛତ୍ରପୁର ବିଧାୟକ ମଧ୍ୟ ବୈଠକରେ ଯୋଗ ଦେବା ପାଇଁ…
Read More...

ଶ୍ରେଷ୍ଠ ହୋମଗାର୍ଡ ସମ୍ମାନ ପାଇଲେ ସୋମନାଥ ରେଡ୍ଡୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସଦର ମହକୁମା ଛତ୍ରପୁରର ପୋଲିସ ପଡିଆରେ ୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ନିସ୍ଵାର୍ଥ ସେବା ପାଇଁ ଗଞ୍ଜାମ ଥାନାର ସୋମନାଥ ରେଡ୍ଡୀଙ୍କୁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି । ଜିଲ୍ଲା ଆରକ୍ଷୀ…
Read More...

ଓଏସଏପି(୮) ଅଷ୍ଟମ ବଟାଲିୟନ ରାମଚଣ୍ଡୀ ଶକ୍ତିପୀଠରେ ସ୍ଵଚ୍ଛ ପରିମଳ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତରେ ରହିଥିବା ପ୍ରସିଦ୍ଧ ମା' ରାମଚଣ୍ଡୀ ଶକ୍ତିପୀଠକୁ ସୁନ୍ଦର କରିବା ପ୍ରୟାସରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ତରଫରୁ ସ୍ଵଚ୍ଛ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବାଟାଲିୟନର ସମସ୍ତ ଅଫିସର ଠାରୁ…
Read More...