Browsing Tag

ganjam news

ଭ୍ରୁଣ ହତ୍ୟା ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରାଲି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସାତ ଦିନିଆ ଶୀତକାଳୀନ ସ୍ଵତନ୍ତ୍ର ଶିବିରର ପଞ୍ଚମ ଦିବସରେ ଡ଼. ସୁଶାନ୍ତ କୁମାର ସେଠିଙ୍କ ତତ୍ଵାବଧାନରେ ବୋରିଗାଁରେ ଶିଶୁକନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…
Read More...

ଶ୍ରମିକ ସଙ୍ଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ଶ୍ରମିକ ସଂଗଠନ ନିର୍ବାଚନ ବୁଧବାର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ତିନି ବର୍ଷକୁ ଥରେ ଏଠାରେ ଶ୍ରମିକ ନିର୍ବାଚନ ହୋଇାଥାଏ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ସକାଳ ୮ଟାରେ ଭୋଟ ଗ୍ରହଣ ହୋଇ…
Read More...

ଅଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସହରରେ ନୂତନ ଭାବେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ ଏବଂ ପାର୍କ ଆଦି କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ କନିଷ୍ଠ…
Read More...

ନୂତନ ଗଞ୍ଜାମ ଫେବର ବ୍ଲକ କମ୍ପାନୀ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ସାନବଜାର ଠାରେ ନୂତନ ଗଞ୍ଜାମ ଫେବର ବ୍ଲକ କମ୍ପାନୀ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ…
Read More...

ଅଜଣା ଗାଡି ଧକ୍କାରେ ୧ ମୃତ, ୧ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ବୁରୁଡି ଓଭରବ୍ରିଜ ନିକଟରେ ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଅନନ୍ତରାମ ବେହେରା ଗୁରୁତର ଥିବା ଜଣାପଡିଛି । ତେବେ ମୃତ୍ୟୁବରଣ…
Read More...

କ୍ରୀଡା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ମଙ୍ଗଳବାର ୧୦ ଘଣ୍ଟା ସମୟରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଲବ ଏବଂ ବ୍ରହ୍ମପୁର ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ କ୍ଲଷ୍ଟରସ୍ତରୀୟ କ୍ରୀଡା ମହୋତ୍ସବ…
Read More...

ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ହକି ବିଶ୍ୱକପ ଅବସରରେ ପ୍ରଶାସନ ପକ୍ଷରୁ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର…
Read More...

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟସ୍ଥ ମା' ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡରୁ ୮୦ କଳାକାର ଯୋଗ ଦେଇ ଅପେରା ସାଇ ସମ୍ରାଟ ପରିବେଷଣ…
Read More...

ମିଶନ ଶକ୍ତି ଗୃହ ପରିଦର୍ଶନ ସହ ମହିଳା ଗ୍ରୁପଙ୍କ ମାର୍ଗଦର୍ଶନ କଲେ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗତକାଲି ଗଞ୍ଜାମ ବ୍ଲକ ଅନ୍ତର୍ଗତ ୟୁଡ଼ିଏସପୁର ପଞ୍ଚାୟତ ଗସ୍ତ କରି ପଞ୍ଚାୟତର ଖଟିଆ ରାମଚନ୍ଦ୍ରପୁର ଗ୍ରାମ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହ ପରିଦର୍ଶନ କରିବା ସହ ବିଭିନ୍ନ ସେଠାକାର…
Read More...

ପୁଅର ଦୁଃଖ ସହି ନପାରି ନିଜ ପୁଅକୁ ବିଷ ଦେଇ ନିଜେ ପିଇଲେ ବିଷ : ମା’ ମୃତ, ପୁଅ ଅସୁସ୍ଥ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ବୋରିଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ମା' ନିଜ ଜନ୍ମ କଲା ପୁଅର ଦୁଃଖକୁ ସହି ନ ପାରି ନିଜ ପୁଅକୁ ବିଷ ଦେଇ ନିଜେ ବିଷ ପିଇଥିବା ଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…
Read More...