Browsing Tag

digapahandi news

ପୋଲିସ ପରିଚୟ ଦେଇ ନେଇଯାଇଥିଲେ ଲକ୍ଷେ ଟଙ୍କା : ୨ ଲୁଟେରା ଗିରଫ

ଦିଗପହଣ୍ଡି : ପୋଲିସ ପରିଚୟ ଦେଇ ଲୁଟ୍ । ଲକ୍ଷେ ଟଙ୍କା ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି…
Read More...

ଉଜ୍ଜ୍ୱଳେଶ୍ୱର ପୀଠରେ ଦ୍ୱାଦଶତମ ବିଶ୍ୱଶାନ୍ତି ଶ୍ରୀରାମ ତାରକ ମହାଯଜ୍ଞ

ଦିଗପହଣ୍ଡି, (କେପିଏନ୍‌ଏସ୍‌) : ଓଡ଼ିଶାର ପ୍ରମୁଖ ଶୈବପୀଠ ବୃହତ୍‌ ଖେମୁଣ୍ଡି ତାଲୁକା ଅନ୍ତର୍ଗତ ଖମାରିଗାଁରେ ବିଜେ ଶ୍ରୀ ଶ୍ରୀ ଉଜ୍ଜ୍ୱଳେଶ୍ୱରଙ୍କ ପବିତ୍ର ପୀଠରେ ଦ୍ୱାଦଶତମ ବିଶ୍ୱଶାନ୍ତି ଶ୍ରୀରାମ ତାରକ ମହାଯଜ୍ଞ ଗତ ୧୪ ତାରିଖ ମାଘ ଶୁକ୍ଲ ଶ୍ରୀପଞ୍ଚମୀ ତିଥିରେ ଶୁଭାରମ୍ଭ ହୋଇଯାଇଛି ।…
Read More...

ଘୋଡ଼ାହାଡ଼ ଡ୍ୟାମ୍‌ ଗର୍ଭରେ ଲୀନ ପୁରାତନ ଜଗନ୍ନାଥ ମନ୍ଦିର ଦୃଶ୍ୟମାନ

ଦିଗପହଣ୍ଡି : ଗ୍ରୀଷ୍ମରେ ଜଳସ୍ତର ହ୍ରାସ ପାଇବା ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମାରିଗାଁ ନିକଟରେ ଅବସ୍ଥିତ ଘୋଡ଼ାହାଡ଼ ଡ୍ୟାମ୍‌ ଗର୍ଭରେ ଲୀନ ପୁରାତନ ଜଗନ୍ନାଥ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଛି । ପ୍ରାୟ ୩୦୦ ବର୍ଷ ପୁରୁଣା ଏହି ମନ୍ଦିରର ଅଧାଭାଗ ଦେଖିବାକୁ ମିଳୁଛି । ଯାହାକୁ…
Read More...

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ

ଦିଗପହଣ୍ଡି : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ଶନିବାର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ସିଦ୍ଧେଶ୍ୱର, ଫାଶୀଗୁଡା ଓ ଆଙ୍କୋରଡ଼ା ପଂଚାୟତ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଲୋକଙ୍କ ସହ ଆଲୋଚନା କରିଛନ୍ତି ।…
Read More...

ବାଇକ୍‌ ଧକ୍କାରେ ଯୁବକ ଗୁରୁତର

ଦିଗପହଣ୍ଡି : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ରାଜପୁର ଗ୍ରାମ ଛକ ନିକଟରେ ଅଜଣା ବାଇକ୍‌ ଧକ୍କାରେ ଗୁରୁବାର ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ଚୁଡୁଙ୍ଗପୁର ଗ୍ରାମର ଆର୍‌.ଶିବ ପାତ୍ର (୪୦)। ଖବରପାଇ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ଉଦ୍ଧାର କରି…
Read More...

ଖେଳୁଥିବା ବେଳେ ପୋଖରୀ ପଡ଼ି ଶିଶୁ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମର ପୋଖରୀରେ ବୁଡ଼ି ଶନିବାର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲେ ଡେଙ୍ଗାଡି ଗ୍ରାମର ରଞ୍ଜନ ସାହୁଙ୍କ ଏକମାତ୍ର ପୁତ୍ର ସିଦ୍ଧାର୍ଥ । ସୂଚନା ଅନୁସାରେ ସିଦ୍ଧାର୍ଥ ଘର ନିକଟ ପୋଖରୀ ହିଡରେ ସକାଳ ପ୍ରାୟ ୮ ଟାରେ…
Read More...

ନାଳରେ ଭାସିଗଲେ ୨ ଯୁବକ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମ ପାଖ ଦେଇ ଯାଇଥିବା ରାଉତରାୟ ନାଳକୁ ମଙ୍ଗଳବାର ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ୨ ଜଣ ଯୁବକ ଭାସିଯାଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଗନ୍ନାଥ ସେଠୀଙ୍କୁ ଉଦ୍ଧାର କରାଯାଇଥିବା…
Read More...

ଆର.ଆଇ. ଅଫିସରୁ ଲକର ଭାଙ୍ଗି ୯୦ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ

ଦିଗପହଣ୍ଡି : ଦିଗପହଣ୍ଡି ତହସିଲ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ଆର.ଆଇ. ଅଫିସରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ସୋମବାର ବିଳମ୍ବିତ ରାତିରେ କୈାଣସି ଦୁବୃର୍ତ୍ତ ମୁଖ୍ୟ ଫାଟକର ତାଲା ଭାଙ୍ଗି ଅଫିସ ଭିତରେ ପଶି ୯୦ ହଜାର ଟଙ୍କା ଚୋରି କରି…
Read More...

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ : ଆକ୍ରମଣକାରୀ ଫେରାର୍‌

ଦିଗପହଣ୍ଡି : ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନସ୍ଥ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ମୃତକ ବଚନ ସ୍ୱାଇଁ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା…
Read More...