Browsing Tag

dharmagarh news

ବିଶିଷ୍ଟ ଶିକ୍ଷାବିତ୍ ତଥା ଧର୍ମପରାୟଣ ବ୍ୟକ୍ତି ହରିହର ମିଶ୍ରଙ୍କ ପରଲୋକ

ଧର୍ମଗଡ, (କେପିଏନ୍‌ଏସ୍‌) : ବିଶିଷ୍ଟ ଶିକ୍ଷାବିତ୍ ତଥା ଧର୍ମପରାୟଣ ବ୍ୟକ୍ତି ହରିହର ମିଶ୍ର(୮୧)ଙ୍କ ଗତକାଲି ସନ୍ଧ୍ୟା ୫ଟା୪୫ ମିନିଟ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତଃ ମିଶ୍ର ୧୯୬୫ ମସିହାରେ ପରମପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କଠାରୁ ଦୀକ୍ଷା ଗ୍ରହଣ
Read More...

ଓଲଟିଲା ପିକ୍ଅପ୍ ଭ୍ୟାନ : ୨ ମୃତ, ୧୨ ଗୁରୁତର

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କଲମପୁର- ଥିଆମୂଳ ରାମପୁର ସୀଙ୍ଗାରି ଘାଟିରେ ପିକ୍ଅପ୍ ଭ୍ୟାନ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତକୁ ପିଡିଏସ ଚାଉଳ ଆଣିବା ପାଇଁ
Read More...

ଓଲଟିଲା ଫଳ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌, ୨ ଆହତ : ଫଳ ବୋହିନେଲେ ଦେଖଣାହାରୀ

ଧର୍ମଗଡ, (କେପିଏନ୍‌ଏସ୍‌) : ଓଲଟିଲା ଫଳ ବୋଝେଇ ପିକଅପ ଭ୍ୟାନ୍‌ । ଦୁର୍ଘଟଣା ଫଳରେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ୧୬ ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ଭାରସାମ୍ୟ ହରାଇ
Read More...

ଆମପାଣି ଘାଟି ରାସ୍ତାରେ କଲରା ପତରିଆ ବାଘ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ ରାତିରେ ଦେଖିବାକୁ ମିଳିଛି ଏକ କଲରା ପତାରିଆ ବାଘ । ସୋମବାର ବିଳମ୍ବିତ ରାତିରେ ସିଉନି ଗ୍ରାମର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ରାତି ପ୍ରାୟ ୧୧.୧୫ ମିନିଟ ସମୟରେ ଜୟପୁର ପଟୁ ନିଜ ଗାଁ
Read More...

ମାହାଙ୍ଗାରେ ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ କୋକସରା ଥାନା ଆଗରେ ବିଜେପି ପକ୍ଷରୁ ପ୍ରତିବାଦ

ଧର୍ମଗଡ଼, (ଭରତ ବିଶି) : କଟକ ଜିଲ୍ଲାର ମାହାଙ୍ଗାରେ ବିଜେପିର ବରିଷ୍ଠ ନେତା କୁଳମଣି ଜେନା ଓ ତାଙ୍କ ସହ ଅନ୍ୟ ଜଣେ କର୍ମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗରେ ବିଜେଡି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ପକ୍ଷରୁ ଯୁବ ନେତା ଲଷ୍ମୀକାନ୍ତ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡ଼ିଆ ବାର୍ତା ୱେବ ପୋର୍ଟାଲ ପାଇଁ କାର୍ୟରତ ଥିବା ଜଣେ ପ୍ରତିନିଧିଙ୍କୁ ଖବର ସଂଗ୍ରହ କରି ଘରକୁ ଫେରୁଥିବା ସମୟରେ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ସାମ୍ବାଦିକ ଜଣକ କୋକସରା ଥାନାରେ ଅଭିଯୋଗ କରିଥିଲେ ।
Read More...