ଦେଓଗାଁ ବ୍ଲକରେ ଅଧିକ ୩ଟି ନୂତନ ଟୀକାକରଣ କେନ୍ଦ୍ର ଖୋଲିବା ପାଇଁ ବ୍ଳକ ଅଧ୍ୟକ୍ଷାଙ୍କ ଦାବୀ
ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଳକ ଅଞ୍ଚଳରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଦୃଢ଼ ପଦକ୍ଷେପ ନିଆଯାଇଛି । ରୋଗୀ ଚିହ୍ନଟ ଓ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ଦିନ!-->…
Read More...
Read More...