Browsing Tag

deogaon news

ତୁଷୁରାରେ ଷଡ଼ବଂଶୀୟ ଗୋଁଡ ସମାଜର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ତୁଷୁରାରେ ଷଡ଼ବଂଶୀୟ ଗୋଁଡ ସମାଜ ଗୁଡଭେଲା ବ୍ଲକ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଡ଼ଭେଲା ବ୍ଲକ ସହ ଦେଓଗାଁ, ବଲାଙ୍ଗିର, ପୁଇିଁନ୍ତଲା, ଲୋଇସିଂହା, ଆଗଲପୁର, କଣ୍ଟାବାଞ୍ଜି ସହ ବିଭିନ୍ନ ବ୍ଲକର ବରିଷ୍ଠ ସଦସ୍ୟ, ସଦସ୍ୟା ଏହି…
Read More...

ଦେଓଗାଁ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ପଟକୁ ଦେଓଗାଁ ରାସ୍ତାରେ ଏକ ଟ୍ରାକ୍ଟର ଆସୁଥିବା ବେଳେ ପଛପଟୁ ଏକ ଆମ୍ବ ବୋଝେଇ ପିକ୍‌ଅପ୍‌ ଗାଡି ଟ୍ରାକ୍ଟରକୁ ଓଭର ଟେକ୍‌…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି ଅଭିଯୋଗ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଦେଓଗାଁ କନ୍ଧପାଲିର ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ସାହୁଙ୍କ ଘରୁ ରବିବାର ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦେଓଗାଁ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଚୈତନ୍ୟ ସାହୁ ରବିବାର ଅବସର ଗ୍ରହଣ କରିଥିଲେ । ତେବେ ସେହି ଦିନ…
Read More...

୨ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଓ ୩ ଜଣ ହାଇସ୍କୁଲର ଶିକ୍ଷକଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ୨ ଜଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ୩ ଜଣ ହାଇସ୍କୁଲ ଶିକ୍ଷକ ରବିବାର ଦିନ ଅବସର ଗ୍ରହଣ କରିଛନ୍ତି । ପରୁଆଭାଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧିର ଦେଓ, ସାଗରପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ…
Read More...

ଦେଓଗାଁ ବ୍ଲକରେ ରୂପାନ୍ତରିତ ହାଇସ୍କୁଲ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଦଳୁଛି ହାଇସ୍କୁଲର ରୂପରେଖ । ୫-ଟି ଅଧୀନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ନକ୍ସା । ନୂଆ ରୂପରେ ସଜେଇ ହୋଇଥିବା ଦେଓଗାଁ ବ୍ଲକର ୫ ଖଣ୍ଡ ସ୍କୁଲକୁ ଭିଡିଓ କନଫରେନ୍ସ ଯୋଗେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ଦେଓଗାଁ ହାଇସ୍କୁଲରେ ଓଷ୍ଟା ସାଙ୍ଗଠନିକ ସମ୍ମିଳନୀ

ବ୍ଲକ ସ୍ତରରେ ନୂତନ କର୍ମକର୍ତ୍ତା ମନୋନୀତ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଦେଓଗାଁ ବ୍ଲକସ୍ତରୀୟ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଙ୍ଗଠନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ଦେଓଗାଁ ହାଇସ୍କୁଲର…
Read More...

ଶିରାବାହାଲରେ ବନ ବିଭାଗର ଚଢ଼ାଉ : କାଠଗଣ୍ଡି ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଞ୍ଜ ଅନ୍ତର୍ଗତ ଶିରାବାହାଲ ଗାଁରେ ବନ ବିଭାଗ ଚଢ଼ାଉ କରି କାଠଗଣ୍ଡି ଜବତ କରିଥିବା ଜଣାପଡ଼ିଛି । ଦେଓଗାଁ ଫରେଷ୍ଟ ସେକ୍ସନର ଶିରାବାହାଲ ଗାଁରେ ଗତ ବୁଧବାର ରାତିରେ ଦେଓଗାଁ ରେଞ୍ଜର ବନ କର୍ମଚାରୀମାନେ ଜନୈକ ବ୍ୟକ୍ତିଙ୍କ ବିଳରେ ଚଢ଼ାଉ କରି…
Read More...

ଝରକା ଭାଙ୍ଗି ଲୁଟି ନେଲେ ୫ ଭରି ସୁନା ସହ ୩୦ ହଜାର ଟଙ୍କା : ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ଗାଁରେ ବୁଧବାର ରାତିରେ ବାସୁଦେବ ପଧାନଙ୍କ ଘରର ଝରକା ଭାଙ୍ଗି ପ୍ରାୟ ୫ ଭରି ସୁନା ଓ ୩୦ ହଜାର ୨ଶହ ଟଙ୍କା ଚୋରି ହୋଇଥିବା ଦେଓଗାଁ ଥାନାରେ ଗୁରୁବାର ଦିନ ଅଭିଯୋଗ ହୋଇଛି । ଗାଁର ଲୋକମାନେ କହିବା ଅନୁସାରେ ଚୋରମାନେ…
Read More...

ବରିଷ୍ଠ କଳାକାର ଅରକ୍ଷିତ ମେଲ୍ଲୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲିର ବରିଷ୍ଠ କଳାକାର ଅରକ୍ଷିତ ମେଲ୍ଲୀ(୬୯)ଙ୍କ ରବିବାର ସକାଳ ୮ଟା ସମୟରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଦେହାନ୍ତ ହୋଇଯାଇଛି । ପୂର୍ବରୁ ତାଙ୍କ ଘରୋଇ ଚିକିତ୍ସା ଚାଲିଥିଲା । ମଙ୍ଗଳବାର ଦିନ…
Read More...

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଇଂରାଜୀ ଭାଷା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ରବିବାର ଇଂରାଜୀ ଭାଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଳେ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରଫେସର ଜୟଦେବ କର…
Read More...