Browsing Tag

deogaon news

ଅଧ୍ୟାପକଙ୍କ ଅକାଳ ବିୟୋଗରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ପ୍ରଷତିଶ ରଞ୍ଜନ ମିଶ୍ରଙ୍କ ଗୁରୁବାର ଦିନ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ଥିଲେ । ସେ ଜଣେ ଛାତ୍ର ବତ୍ସଳ, ମେଳାପୀ ଅଧ୍ୟାପକ ଭାବେ ପରିଚିତ
Read More...

ଦେଓଗାଁ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ସଭାପତିତ୍ୱ କରି ଛାତ୍ର, ଛାତ୍ରୀମାନଙ୍କୁ ମାତୃଭାଷା କିପରି ଜାତୀୟ ଚେତନା ଓ ଜାତୀୟ ସେବା ପ୍ରତିଷ୍ଠା
Read More...

ଦେଓଗାଁ ଶିଶୁ ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଦିନ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ସା ଦ୍ଵିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ମାତୃଭାଷା ଦିବସର ଉଦ୍ଦେଶ୍ୟ
Read More...

କଛାରପାଲି ଗ୍ରାମ ପରିଦର୍ଶନ କଲେ କେନ୍ଦ୍ରୀୟ ଡାକ୍ତରୀ ଦଳ

ଖୋଲା ଡ୍ରେନ ଯୋଗୁଁ ହେଉଛି ମଶା ବଂଶବୃଦ୍ଧି, ବ୍ୟାପୁଛି ଫାଇଲେରିଆଶତ ପ୍ରତିଶତ ଔଷଧ ସେବନର ଆବଶ୍ୟକତା ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଫାଇଲେରିଆ ରୋଗ ନିରାକରଣ ପାଇଁ ଚାଲିଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଦଳ ବୁଧବାର ଦିନ
Read More...

ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ ବେଳେ ଦେଓଗାଁ ପୁଲିସର ଚଢ଼ାଉ

୨୧କେଜି ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସକାଳେ ତୁଷୁରା ପଟରୁ ତୁଷୁରା ଛକ ଦେଇ ରେଳଷ୍ଟେସନ ଦିଗକୁ ଯାଉଥିବା ଏକ ଟିଭିଏସ୍‌ ସ୍କୁଟିରେ ଗଞ୍ଜେଇ ଯାଉଥିବା ନେଇ ଦେଓଗାଁ ଆଇଆଇସି ଖବର ପାଇବା ପରେ ସେଠାକୁ ପହଞ୍ଚି ସିମେଣ୍ଟ ରଙ୍ଗର ଏକ
Read More...

ବଡ଼ବନ୍ଧ କ୍ଲଷ୍ଟର ସ୍ତରୀୟ ନବମ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସାଧନ କେନ୍ଦ୍ର ଅନ୍ତର୍ଗତ ବଡବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବମ କ୍ଲଷ୍ଟର ସ୍ତରୀୟ ବୈଠକ ପ୍ରଧାନ ଶିକ୍ଷକ ଲୋଚନ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫ୍‌ଏଲ୍‌ଏନ୍‌
Read More...

ଭୂତିଆରବାହାଲରେ ସୁରେଶ ନନ୍ଦ ଜନ୍ମବାର୍ଷିକୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୂତିଆରବାହାଲରେ ସୁରେଶ କୁମାର ନନ୍ଦ ମେମୋରିଆଲ ପାଠାଗାର କମିଟି ଦ୍ୱାରା ଓଡିଶା ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ସୁରେଶ କୁମାର ନନ୍ଦଙ୍କ ଜନ୍ମବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାନନ ଭୋଇଙ୍କ ସଭାପତିତ୍ୱରେ
Read More...

ଦେଓଗାଁ କଛାରପାଲି ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରବିବାର ଦିନରୁ ଆରମ୍ଭ ହୋଇଥିବା ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଚବିଶ ପ୍ରହର ନାମଯଜ୍ଞ ବୁଧବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି । ଶନିବାର ଦିନ କଳସ ଶୋଭାଯାତ୍ରା ଏବଂ ରବିବାର ଦିନ ସକାଳୁ ନାମାରମ୍ଭ ହୋଇଥିଲା
Read More...

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡ଼ୋଳାମଣି ଭୋଇଙ୍କ ତତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ତିଳକରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ
Read More...

କୁଡ଼ାସିଂହା ଭାଗବତ ସପ୍ତାହ ପାରାୟଣ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁରେ ଦୀର୍ଘ ୭ଦିନ ବ୍ୟାପୀ ଚାଲିଥିବା ଭାଗବତ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ପାରାୟଣ କାର୍ଯ୍ୟକ୍ରମରେ ଜୟ ସାହୁ ଓ ଶାନ୍ତି ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପାରାୟଣର
Read More...