Browsing Tag

deogaon news

ସୋନଗଡ଼ ବ୍ୟାରେଜ ପାଇଁ ଜାଗା ଚିହ୍ନଟ କଲା ଜଳ ସଂପଦ ବିଭାଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳରୁ ବହି ଆସୁଥିବା ସୋନଗଡ ନଦୀର ଦୁଇଟି ସ୍ଥାନ ଓ କେଉଁଟିଜୋରରେ ଗୋଟିଏ ବ୍ୟାରେଜ ନିର୍ମାଣ କରିବା ପାଇଁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଉପରେ ମହୋର ମାରିବା ପାଇଁ ପ୍ରସ୍ତୁତି…
Read More...

ଉପରଝରରେ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପରଝର ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ୍‌ର…
Read More...

ଦେଓଗାଁ ବ୍ଲକ କଳା, ସଂସ୍କୃତି ସଂଘ ପକ୍ଷରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମରେ ମଞ୍ଚରେ ଭଜନ, ଲୋକଗୀତ ଗାଇ ଦର୍ଶକଙ୍କୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ ଅନ୍ତର୍ଗତ କଛାରପାଲି ରଣାପଡ଼ା ସ୍ଥିତ ଜୟ ଦୁର୍ଗା କ୍ଲବ୍‌ ଦୁର୍ଗା ମଣ୍ଡପ ପରିସରରେ ମଙ୍ଗଳବାର ଦିନ ଦେଓଗାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କଳା ସଂସ୍କୃତି…
Read More...

ଶୁଣିଲାନି ବ୍ଲକ୍ ପ୍ରଶାସନ : ପଞ୍ଚାୟତ କଲା ମରାମତି

ଅଚଳ ଅମୃତ ଧାରା ପ୍ରକଳ୍ପରୁ ବାହାରିଲା ପାଣି ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ସିକୁଆଁରେ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ଅମୃତ ଧାରା ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ଅଚଳ ହୋଇ ପଡ଼ି ରହିଥିବା ଅମୃତ ଧାରା ପ୍ରକଳ୍ପ ମରାମତି ପାଇଁ ବ୍ଲକ୍ ପ୍ରଶାସନକୁ ଅଭିଯୋଗ…
Read More...

ଅର୍ଡାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଘୁଚିପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅନୁକୂଲ୍ୟରେ ଅର୍ଡା ଗାଁରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବସୁନ୍ଧରା ସାମଲଙ୍କ…
Read More...

ବରିଷ୍ଠ ନାଗରିକଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ନେଲା ଦେଓଗାଁ ବ୍ଲକ ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସଭା କକ୍ଷରେ ଗୁରୁବାର ଦିନ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ତେବେ ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ଦେଓଗାଁ ପଞ୍ଚାୟତ ସମିତି ଅଧକ୍ଷ ଦୟାନିଧି ଖମାରୀ,…
Read More...

ଶିକେରପାଟ୍ ୟୁଥ୍ କ୍ଲବ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ –୨୦୨୬

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ସହ ଯୁବପିଢ଼ିଙ୍କୁ ନିଜ ମାଟି ଓ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଶିକେରପାଟ୍ ୟୁଥ୍ କ୍ଲବ ପକ୍ଷରୁ ଜାମୁଟ ହାଇସ୍କୁଲ ଖେଳପଡ଼ିଆରେ ‘ନୂଆଁଖାଇ ଭେଟ୍‌ଘାଟ୍–୨୦୨୬’ ଉତ୍ସାହ ଓ ଜନସମାଗମ…
Read More...

ବେଙ୍ଗାଲୁରୁରେ ନିଯୁକ୍ତି ପାଇଲେ ପ୍ରତିପାଳିତ ଯତ୍ନ ଶିଶୁ ଜାନକୀ ବଲ୍ଲଭ ପଟେଲ

ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଶିଶୁ ସୁରକ୍ଷାର ୟୁନିଟ ବଲାଙ୍ଗିର ଦ୍ୱାରା ଶିଶୁ ମଙ୍ଗଳ ସମିତି ବଲାଙ୍ଗିରର ଆଦେଶ ଅନୁୟାୟୀ ଜାନକୀ ବଲ୍ଲଭ ପଟେଲ ନାମକ ଶିଶୁକୁ ଦେଓଗାଁ କଛାରପାଲିର ପ୍ରତିପାଳନ ପିତା କାଶୀନାଥ ପଧାନ ଓ ମାତା ବିଦ୍ୟୁତଲତା ଖମାରୀଙ୍କ ଦାୟିତ୍ୱରେ ୨୦୧୯ମସିହାରୁ…
Read More...

ଜରାସିଂହାରେ ଅଙ୍ଗନ ଉତ୍ସବ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନରୁ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ବିଭିନ୍ନ ଶିଶୁଙ୍କ ବାପାମାନଙ୍କ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଜୁର୍ଲାକାନି ଛକରେ ହେଉ ଦେଓଗାଁ ବ୍ଲକସ୍ତରୀୟ ଷ୍ଟାଡିୟମ

ୟୁଥ୍ ଏକ୍ସନ୍ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜୋର୍ ଧରିଲା ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ୟୁଥ ଏକ୍ସନ କମିଟି ପକ୍ଷରୁ ଶନିବାର ଦିନ ନାଗେଶ୍ୱର କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୟୁଟ ଏକ୍ସନ କମିଟିର ସଭାପତି ଶବକ ବାରିକ, ବଣିକ…
Read More...