Browsing Tag

delanga news

ବିଶ୍ୱ ଐତିହ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଏପ୍ରିଲ୍ ୧୮ରେ ଆୟୋଜିତ ହେଉଥିବା "ବିଶ୍ୱ ଐତିହ୍ୟ ଦିବସ କିମ୍ବା ସ୍ମାରକୀ ଏବଂ ଐତିହ୍ୟ ସ୍ଥଳ ପାଇଁ ଆନ୍ତର୍ଜାତୀୟ ଦିବସ" ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକା ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାଂସ୍କୃତିକ ତଥା ପ୍ରାକୃତିକ ସ୍ଥାନଗୁଡିକର ଏକ…
Read More...

ବିଶ୍ୱ ହେମୋଫିଲିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ରକ୍ତସ୍ରାବ ଜନିତ ସମ୍ପ୍ରଦାୟ ଆଜି ଏକତ୍ରିତ ହୋଇ “ବିଶ୍ୱ ହେମୋଫିଲିଆ ଦିବସ” ପାଳନ କରୁଛି । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ସମସ୍ତଙ୍କ ପାଇଁ ସମାନ ସୁବିଧା ସମସ୍ତ ରକ୍ତସ୍ରାବକୁ ଚିହ୍ନିବା । ୱାର୍ଲ୍ଡ ଫେଡେରେସନ୍ ଅଫ୍ ହେମୋଫିଲିଆ…
Read More...

ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଟାଉନ୍‌ ହଲ, ପୁରୀଠାରେ ଅନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ୍‌ ମିଡ଼ିଆ ଟେକ୍ନୋଲୋଜି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ସଙ୍ଗୀତ ଓ ନୃତ୍ୟ ନିର୍ଦେଶକ ପବିତ୍ର ପରିଡ଼ାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଜଣାଶୁଣା ସଙ୍ଗୀତ ଓ ନୃତ୍ୟ ନିର୍ଦେଶକ ପବିତ୍ର କୁମାର ପରିଡ଼ାଙ୍କ ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି । ପୁରୀ ଜିଲ୍ଲା ପିପିଲି ବ୍ଲକ ଚାଇଁପୁର ପଞ୍ଚାୟତ ଷଡ଼ାଙ୍ଗୋଇ ଗାଁରେ ଜନ୍ମିତ ସ୍ୱର୍ଗତ ପରିଡ଼ାଙ୍କୁ ୬୩ ବର୍ଷ ବୟସ…
Read More...

ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦାଠାରେ ରାଜ୍ୟ ସରକାରଙ୍କ ନେତୃତ୍ୱରେ ପରିଚାଳିତ ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଚଳିତ ମାସ ୧୨ ତାରିଖରୁ ୨୬ ତାରିଖ ଓ ଆସନ୍ତା ମାସ ୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।…
Read More...

ବିଶ୍ୱ କଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୧୯ରେ ୟୁନେସ୍କୋର୍‌ ସାଧାରଣ ସମ୍ମିଳନୀର ୪୦ତମ ଅଧିବେଶନରେ "ବିଶ୍ଵ କଳା ଦିବସ" କଳାର ବିକାଶ, ବିସ୍ତାର ଏବଂ ଉପଭୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସବ ବୋଲି ଘୋଷଣା କରାଯାଇଥିଲା । କଳା ପୃଥିବୀର ସମସ୍ତ ଲୋକଙ୍କ ପାଇଁ ସୃଜନଶୀଳତା, ନବସୃଜନ…
Read More...

ଡେଲାଙ୍ଗରେ ମେରୁ ଉତ୍ସବ ବା ମା’ଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ମେରୁ ଉତ୍ସବ ବା ମା’ଙ୍କ ଦଣ୍ଡଯାତ୍ରା । ଘୋରଡ଼ିଆର ମା’ ଚର୍ଚ୍ଚିକା, ସୁଜନପୁର ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ଦୁଲାଦେଇ, ମା’ ବିମଳା ଠାକୁରାଣୀ ପୀଠରେ ଦେଖିବାକୁ ମିଳିଥିଲା ତତଲା ଖରାରେ…
Read More...

ଶ୍ରୀରାମ ଚରିତ ମାନସ ମହାଯଜ୍ଞ ଓ ହନୁମାନ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ମହବୀର ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ମହାଯଜ୍ଞ ଓ ହନୁମାନ ଜୟନ୍ତୀ ପାଳିତ ଅନୁଷ୍ଠିତ ହୋଇଯାଇଛି । ପରମ କାରୁଣିକ ଅନନ୍ତ କୋଟି ବ୍ରହ୍ମାଣ୍ଡ…
Read More...

ନମ୍ରତା ଓ ଶ୍ରଦ୍ଧାଶୀଳତା ବିଦ୍ୟାର୍ଥୀର ଶ୍ରେଷ୍ଠ ମୁକୁଟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନମ୍ରତା ଓ ଶ୍ରଦ୍ଧାଶୀଳତା ପ୍ରତ୍ୟେକ ବିଦ୍ୟାର୍ଥୀ ଓ ବିଦ୍ୟାର୍ଥୀନୀଙ୍କର ଶ୍ରେଷ୍ଠ ମୁକୁଟ । ଏହା ବଳରେ ସେମାନେ ବାସ୍ତବ ଜ୍ଞାନର ଅଧିକାରୀ ହୋଇ ସମାଜକୁ ଚିରକାଳ ପାଇଁ ଦିବ୍ୟତ୍ୱ ପ୍ରତିଭାରେ ପ୍ରତିଭାତ କରିଥାନ୍ତି ବୋଲି ଶ୍ରୀପୁରୁଷୋତ୍ତମପୁର…
Read More...

ଭୁବନେଶ୍ୱର କ୍ୟାପିଟାଲ୍ ଫାଉଣ୍ଡେସନ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ୱର ସହର ଏହାର ୭୬ ତମ "କ୍ୟାପିଟାଲ୍ ଫାଉଣ୍ଡେସନ୍ ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ, ଆଜି ୧୩ ଏପ୍ରିଲ ୨୦୨୪ରେ ପାଳନ କରୁଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଆଜିର ଏହି ପବିତ୍ର ଦିବସକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ଏବଂ ସଂସ୍କୃତି,…
Read More...