Browsing Tag

cuttack news

ଜାତୀୟ ଟାଏକୋଣ୍ଡୋରେ ଦୁର୍ଗେଶଙ୍କୁ ୨ ସ୍ୱର୍ଣ୍ଣ

କଟକ : ଓଡିଶା ପୋଲିସରେ କାର୍ଯ୍ୟରତ ଦୁର୍ଗେଶ ନନ୍ଦିନୀ ଦେ’ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କୋଲକତାର ଦାସନଗର ଇନ୍‌ଡୋର ଷ୍ଟାଡିୟମରେ ନକ୍‌ଆଉଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ରୋଗ୍ରେସିଭ କପ୍‌ର ବରିଷ୍ଠ ମହିଳା କ୍ୟୁରୋଗିର ୬୭
Read More...

ଆସନ୍ତାକାଲି ଠାରୁ ମିଳିବ ମିଳିତ ପୁଲିସ୍‌ ସେବା ପରୀକ୍ଷା-୨୦୧୮ର ଆଡ୍‌ମିଟ୍‌ କାର୍ଡ

କଟକ : ଆସନ୍ତାକାଲି ଠାରୁ ମିଳିବ ମିଳିତ ପୁଲିସ୍‌ ସେବା ପରୀକ୍ଷା-୨୦୧୮ର ଆଡ୍‌ମିଟ୍‌ କାର୍ଡ । ନିଯୁକ୍ତି ବିଜ୍ଞାପନ ପ୍ରକାଶର ଦୀର୍ଘ ୫ ବର୍ଷ ପରେ ମିଳିତ ପୁଲିସ ସେବା ପରୀକ୍ଷା ବା ସିପିଏସ୍‌ଇ-୨୦୧୮ ଅନୁଷ୍ଠିତ ହେବ । ସବ୍‌-ଇନ୍‌ସପେକ୍ଟର (ଏସ୍‌ଆଇ) ର‍୍ୟାଙ୍କର ଏହି ପରୀକ୍ଷା
Read More...

ଶିଶୁ ଭବନରେ ବଢିଲା ଆଇସିୟୁ ବେଡ୍‌ ସଂଖ୍ୟା

କଟକ : ଶିଶୁ ଭବନରେ ଆଇସିୟୁ ବେଡ ପାଇବା ପାଇଁ ଏକ ସପ୍ତାହ କାଳ ଅପେକ୍ଷା କରୁଥିବା ଶିଶୁ ରୋଗୀଙ୍କ ପରିବାରର ଦୁଃଖ ଗଲା । ଶିଶୁ ଭବନରେ ଅଧିକ ୧୪ ଟି ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି ଘଟିଛି । ଫଳରେ ଶିଶୁ ଭବନରେ ଆଇସିୟୁ ବେଡ ସଂଖ୍ୟା ୩୫ ଛୁଇଁଛି । ସମାନ୍ତରାଳ ଭାବେ ଶିଶୁ ଭବନ ଉପରେ ନିର୍ଭର
Read More...

ବାରବାଟୀରେ ଅସହ୍ୟ ଗୁଳୁଗୁଳି ସମ୍ଭାବନା

କଟକ : ଆଗି ସନ୍ଧ୍ୟା ୭ଟାରୁ ବାରବାଟୀରେ ଆରମ୍ଭ ହେବ ମ୍ୟାଚ୍‌ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଅପରାହ୍ନରୁ କଟକ ସହରର ପାଗ ଆଶିଂକ ମେଘୁଆ ରହିବ । ଦିନର ତାପମାତ୍ରା ସର୍ବାଧିକ ୩୩ରୁ ୩୪ ଡିଗ୍ରୀ ସେଲସିୟସ୍‌ ରହିପାରେ । ସନ୍ଧ୍ୟାରେ ବର୍ଷା ହୋଇ ନପାରେ । ମାତ୍ର ଘଡ଼ଘଡ଼ି ସହ ଅସରାଏ
Read More...

ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ନ ୩ଟାରୁ ଖୋଲାଯିବ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ : ମାସ୍କ…

କଟକ : ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ନ ୩ଟାରୁ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ଉଲ୍ଲେଖ ଥିବା ଗେଟ୍‌ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡ଼ିୟମ୍‌କୁ ପ୍ରବେଶ କରିବେ । ଟିକେଟ୍‌ ଯାଞ୍ଚ୍‌ କଡ଼ାକଡ଼ି ହେବ । ଯାଞ୍ଚ୍‌ ସମୟରେ ଜାଲ୍‌ ଟିକେଟ୍‌ ଧରାପଡ଼ିଲେ
Read More...

ବାରବାଟୀରେ ପୋଲିସ ଡିଜି ସୁନୀଲ ବଂଶଲ

କଟକ : ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଏହି ସମୟରେ ପୋଲିସ ଡିଜିଙ୍କ ସହ ଆଇନଶୃଙ୍ଖଳା ଏଡିଜି ଆର୍‌କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ଥିଲେ ।
Read More...

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚରେ ମାସ୍କ ନାହିଁ ତ ଷ୍ଟାଡିୟମକୁ ଏଣ୍ଟ୍ରି ନାହିଁ

କଟକ : ବାରବାଟୀରେ ଟି-ଟୋଣ୍ଟି ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ମାସ୍କ ନଥିଲେ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଭିତରକୁ ଛଡାଯିବ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।
Read More...

ଟି ୨୦ ମ୍ୟାଚ ନେଇ ରାୟ ଦେଲେ ହାଇକୋର୍ଟ

କଟକ : କଟକ ବାରବାଟୀ ଷ୍ଟାଡିୟମରେ ଟି ୨୦ ମ୍ୟାଚ ସମ୍ପର୍କିତ ମାମଲା ଖାରଜ ହୋଇଛି । ଜୁନ ୧୨ ତାରିଖରେ ଭାରତ ଓ ସାଉଥଆଫ୍ରିକା ଟି-୨୦ ମ୍ୟାଚ ହେବାକୁ ଥିବାବେଳେ ମ୍ୟାଚ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କଟକ ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା
Read More...

ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତ ହେବେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର

କଟକ : ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବେ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି କେନ୍ଦ୍ର ଆଇନ୍ କେନ୍ଦ୍ର ଆଇନ ମନ୍ତ୍ରଣାଳୟ । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।
Read More...

ଆସନ୍ତା ୨୦ରେ କୋଲକାତା ହାଇକୋର୍ଟରେ ଯୋଗଦେବେ ଜଷ୍ଟିସ୍‌ ସି.ଆର୍‌ ଦାଶ

କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାଶଙ୍କର କୋଲକାତା ହାଇକୋର୍ଟକୁ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ଗତକାଲି ମୋହର ମାରିଛି । ଆସନ୍ତା ୨୦ ତାରିଖରୁ ସେ କୋଲକାତା
Read More...