ମୁଣ୍ଡୁଳି ବ୍ରିଜରୁ ଡେଇଁପଡ଼ିଥିବା ଯୁବକ ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର
କଟକ : ମୁଣ୍ଡୁଳି ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ ଲୋକମାନେ ଯୁବକ ଜଣଙ୍କୁ ଏକ ଟାପୁରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ଗତକାଲି ରାତି ୯ଟା ବେଳେ ମୁଣ୍ଡୁଳି ବ୍ରିଜରୁ!-->…
Read More...
Read More...