Browsing Tag

cuttack news

ନକଲି ମେଡିସିନ୍ ଜବତ, ମାଲିକ ଅଟକ

କଟକ : ପୁରୀଘାଟ ଥାନା ଅଞ୍ଚଳ ଟାଉନ ହଲ ରୋଡରେ ଶ୍ରୀ ଡିଷ୍ଟ୍ରିବୁଟର ଉପରେ ଚଢାଉ କରି ୨ ଲକ୍ଷ ଟଙ୍କାର ନକଲି ମେଡିସିନ ଡ୍ରଗ୍ସ ବିଭାଗ ଓ ପୁରୀଘାଟ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନକଲି ମେଡିସିନ୍ ବିକ୍ରି କରିବା ଅଭିଯୋଗରେ ଶ୍ରୀ ଡିଷ୍ଟ୍ରିବୁଟର ମାଲିକ ବିଜୟ ଅଗ୍ରୱାଲକୁ
Read More...

ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ମହାସଭା

କଟକ, (ସସ୍ମିତା ପ୍ରଧାନ) : କଳା ବିକାଶ କେନ୍ଦ୍ର କଟକଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ କବି, ଲେଖକ ଏବଂ ସାହିତ୍ୟିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ
Read More...

ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଉଦ୍‌ଘାଟିତ

କଟକ : କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ ଦେଶର ଗର୍ବ । ଏଥିସହ ସେ ନାଗରିକର ଅଧିକାର ଅକ୍ଷୁଣ୍ଣ ରହିବା ଉପରେ ସଚେତନତା ସୃଷ୍ଟି
Read More...

ମାର୍ଚ୍ଚ ୫ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ । ୯୨୯ଟି କେନ୍ଦ୍ରରେ ୧ ଲକ୍ଷ ୭୩ ହଜାର ୧୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
Read More...

୨୫ରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌

କଟକ : କଟକରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌ । ୨୫ତାରିଖ ଦିନ ଗଡଖାଇ ନିକଟରେ ରାଜ୍ୟପାଳ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟୁଜିୟମ୍‌ରେ ରହିବ ବିଚାର ବିଭାଗ ଇତିହାସ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ଠାରୁ ଆରମ୍ଭ କରି ବ୍ୟବହୃତ ହେଉଥିବା
Read More...

୨୭ରେ ହେବ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ । ଷ୍ଟେଜ୍‌-୧ ଏବଂ ଷ୍ଟେଜ୍‌-୨ ପରୀକ୍ଷା ଗୋଟିଏ ଦିନରେ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟେଜ୍‌-୧ ପରୀକ୍ଷା ଲାଗି ଷଷ୍ଠ ଶ୍ରେଣୀର ୫୬ ହଜାର ୬୯
Read More...

ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ

କଟକ : କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ଧୁମ୍‌ଧାମ୍‌ରେ ପାଳନ ହେଉଛି । ମନ୍ଦିର ଚଳଚଞ୍ଚଳ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବନ୍ଦୋବସ୍ତ
Read More...

ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟରେ ପୂର୍ବତନ ବିଚାରପତି ତଥା ଉତ୍ତରାଖଣ୍ଡ ହାଇକୋର୍ଟର ବର୍ତ୍ତମାନର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଶୁକ୍ରବାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
Read More...

ଚକ୍‌ଖଡ଼ିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୂର୍ଯ୍ୟ

କଟକ : ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ତେଣୁ ଏହି ଦିନକୁ ବ୍ଲାକ୍‌ ଡେ' ଭାବେ ପାଳନ କରାଯାଉଛି । ସେଥିରେ ଯେଉଁ ଭାରତୀୟ ଯବାନ ସହିଦ ହୋଇଥିଲେ ସେହି ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୫୫ ନଂ. ୱାର୍ଡ ବିଦ୍ୟାଧରପୁର ଅନ୍ତର୍ଗତ ଗୌତମନଗରର ସୂର୍ଯ୍ୟ ନାରାୟଣ
Read More...

ରେଡିଓ ଶ୍ରୋତା ସମ୍ମିଳନୀ

କଟକ : ଆକାଣବାଣୀ ଶ୍ରୋତା ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ ଶତାବ୍ଦୀଭବନଠାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ହୃଷିକେଶ ପାଣି, ସମ୍ମାନିତ ଅତିଥି ଯୁଗଲ କିଶୋର ପଣ୍ଡା, ତପନ ଦତ୍ତ, କିଶୋର ମହାନ୍ତି, ପ୍ରସନ୍ନ
Read More...