କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣା : ୪ ଅଭିଯୁକ୍ତ ଗିରଫ
କଟକ : କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ସମ୍ପର୍କରେ ଏମାନଙ୍କୁ ଚୌଦ୍ୱାର ଥାନାରେ ପଚରାଉଚରା କରାଯାଇ ଗିରଫ ୪ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ,!-->!-->!-->…
Read More...
Read More...