Browsing Tag

cuttack news

ସମସ୍ୟା ଘେରରେ ଦଧିବାମନପୁର ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର

କଟକ ସଦର, (ଶ୍ରୀକାନ୍ତ ବେଉରା) : କଟକ ସଦର ୪୨ମୌଜା ଦଧିବାମନପୁର ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର ଅଧୀନରେ ଦଧିବାମନପୁର ଓ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ସମୂହର ହିତାଧିକାରୀମାନେ ସେମାନଙ୍କ ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ଚିକିତ୍ସା ଆଦି ପାଇଁ
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ

କଟକ : ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ଦିନ ୧୧ଟାରେ ଫଳ ପୁସ୍ତିକା ଉନ୍ମୋଚିତ ହେବ । ୧୨ଟାରୁ orissaresults.nic.inରେ ଉପଲବ୍ଧ ହେବ ଫଳ । ଜୁନ୍‌ ୮ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ଏବର୍ଷ
Read More...

ଯୋବ୍ରା ବ୍ୟାରେଜ୍‌ରୁ ଯୁବକଙ୍କ ମୃତଦେହ ଠାବ

କଟକ : କଟକ ଯୋବ୍ରା ବ୍ୟାରେଜ୍‌ର ୧୭ ନମ୍ବର ଗେଟ୍‌ରୁ ଯୁବକଙ୍କ ମୃତଦେହ ଠାବ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗୁରୁବାର ସକାଳ ସମୟରେ ଏକ ମୃତଦେହ ଭାସୁଥିବା ବେଳେ ଯାହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ
Read More...

ମେ’ ୨୨ରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ

କଟକ : ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦ ଓ ୨୧ ତାରିଖ ଦୁଇ ଦିନ ଛୁଟି ଥିବାରୁ ୧୯ ତାରିଖ ବସ୍ତୁତଃ ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ ହେବ । ଏହି ଅବକାଶ ଜୁନ୍‌ ୨୦ ପର୍ଯ୍ୟନ୍ତ ଚାଲିବ । ଚଳିତ ମାସ ୨୩ ଓ ୩୧ରେ ଏବଂ ଜୁନ୍‌ ୧୪ରେ
Read More...

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ କଟକ ଜିଲ୍ଲା ତେଲେଙ୍ଗାବଜାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।
Read More...

କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ଉଦ୍‌ଯାପିତ

'ଶିକ୍ଷକମାନେ ଗୁରୁ ହେଲେ ଶିଶୁଙ୍କ ଉନ୍ନତି ହେବ' : ରାଜ୍ୟପାଳ କଟକ ସଦର, (କେପିଏନ୍‌ଏସ୍‌) : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ
Read More...

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୁନି ଗବେଷକ ଜୟଦୀପ ପୁରସ୍କୃତ

କଟକ, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ଗୁଜୁରାଟ କାଉସିଲ ଅନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ଵାରା ଆୟୋଜିତ ୩୦ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅହମଦାବାଦରେ ଅନୁଷ୍ଠିତ ହୋଇ ଭାରତ ସହ ଦୁବାଇ, ସଂଯୁକ୍ତ ଆରବ ଏମିରେଟ୍ସ, କତାର ଆଦି ବହୁ ଦେଶରୁ ପ୍ରାୟ ୮୫୦ରୁ ଅଧିକ
Read More...

ଦୁଇ ହାତ ଫେରିପାଇଲେ ନର୍ସ

କଟକ : ଦୁଇ ହାତ ଫେରିପାଇଲେ ନର୍ସ । ସୂଚନା ଅନୁସାରେ ଏକ ସଡକ ଦୁର୍ଘଟଣାରେ ବୁର୍ଲା ମେଡିକାଲ କଲେଜର ନର୍ସିଂ ଅଫିସର ବିଷ୍ଣୁପ୍ରିୟା ସାମଲ(୨୫)ଙ୍କ ଦୁଇ ହାତ କ୍ଷତିଗ୍ରସ୍ତ ହୋଇଥିଲା । ବାମ ହାତ ୯୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡାହାଣ ହାତ ୬୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିଲା ।
Read More...

ପୂର୍ବତନ ସାଂସଦ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

କଟକ : ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ
Read More...

ମେ’ ୨୧ରେ ଓଜେଏମ୍‌ ପ୍ରିଲିମ୍‌ ପରୀକ୍ଷା

କଟକ : ଓଡିଶା ଜୁଡିସିଆଲ୍‌ ସର୍ଭିସ (ଓଜେଏସ୍‌) ପ୍ରିଲିମ୍‌ ପରୀକ୍ଷା ଆସନ୍ତା ମେ' ୨୧ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି । ସେଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଶାରୀରିକ ଭିନ୍ନକ୍ଷମ
Read More...