Browsing Tag

cuttack news

କଟକ ପାନ୍ଥ ନିବାସରେ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ପରିଚିତ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ ଇତି ମଧ୍ୟରେ ତାର ୧୨ବର୍ଷର ଯାତ୍ରା ସଫଳତାର ସହ ପୂଣ୍ଣ କରିଛି । ଅନାଥ ଆଶ୍ରମ, ବୃଦ୍ଧାଶ୍ରମମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ବଦାନ୍ୟ ବନ୍ଧୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ
Read More...

ମହାଶିବ ରାତ୍ରି ଉପଲକ୍ଷେ କୁମ୍ଭାରସାହିରେ ତିଆରି ହେଉଛି ୧୨ କ୍ୱିଣ୍ଟାଲ୍‌ ଘିଅ ରହୁଥିବା ଦୀପ

କଟକ : ଆସନ୍ତା ଫେବୃଆରୀ ୧୮ ତାରିଖରେ ମହାଶିବ ରାତ୍ରି । ବିଭିନ୍ନ ଶିବ ମନ୍ଦିର ଦୀପ ଜାଳି ଜାଗର ପାଳିବେ ଶ୍ରଦ୍ଧାଳୁ । ଜାଗର ପାଇଁ ବିଡ଼ାନାସୀ କୁମ୍ଭାରସାହିର କାରିଗର ସୁରେନ୍ଦ୍ର ବେହେରା ସ୍ୱତନ୍ତ୍ର ଭାବେ ତିଆରି କରୁଛନ୍ତି ୧୨ କ୍ୱିଣ୍ଟାଲ ଘିଅ ରହିପାରୁଥିବା ଏକ ଦୀପ । ଯାହାକୁ ଦେଖିବା
Read More...

ଆସନ୍ତା ୨୦ରୁ ନବମ ଏସ୍‌ଏ-୨ ପରୀକ୍ଷା, ସୂଚନା ୱେବ୍‌ସାଇଟ୍‌ରେ ଉପଲବ୍ଧ କଲା ବୋର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ(ଏସ୍‌ଏ)-୨ ପରୀକ୍ଷା ଆସନ୍ତା ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏସ୍‌ଏ-୧ ପରୀକ୍ଷା ପରି ଏସ୍‌ଏ-୨ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ଦେବେ । ପରୀକ୍ଷା ପରିଚାଳନା,
Read More...

ଫେବୃଆରୀ ୨୭ରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ (ଷ୍ଟେଜ୍‌) ୧ ଓ ୨ ପରୀକ୍ଷା ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ପାଇଁ ଆବେଦନ କରିଥିବା
Read More...

ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ୟ୍ୟ ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦ୍‌ଘାଟନ
Read More...

ଆଜିଠୁ ମାଟ୍ରିକ୍‌ ଏସ୍‌ଏ-୨ ଫର୍ମ ପୂରଣ

କଟକ : ଶୁକ୍ରବାରଠୁ ଆରମ୍ଭ ହେବ ମାଟ୍ରିକ୍‌ ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷା ଲାଗି ଫର୍ମ ପୂରଣ । ମାଟ୍ରିକ୍‌ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନଙ୍କ ଫର୍ମ ପୂରଣ ଲାଗି ଫେବ୍ରୁଆରୀ ୩ରୁ ଆସନ୍ତା ୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ଫର୍ମ ପୂରଣ ଲାଗି
Read More...

ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ହାଇକୋର୍ଟ ନିକଟ ଏସ୍‌ବିଆଇ ପଛପଟେ ଥିବା ଅବକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କାର୍ଯ୍ୟାଳୟରେ ଫସି ରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ନିଆଁ ଲାଗିବାର କାରଣ
Read More...

କଟକ ସବ୍‌ରେଜିଷ୍ଟର ଅଫିସ୍‌ ନିକଟରେ ଅଗ୍ନିକାଣ୍ଡ : ୨ ଆହତ

କଟକ : କଟକ ଜିଲା ସବ୍‌ରେଜିଷ୍ଟର ଅଫିସ୍‌ ନିକଟରେ ଥିବା ଏକ ହୋଟେଲରେ ମଙ୍ଗଳବାର ନିଆଁ ଲାଗିଛି । ଏହି ନିଆଁ ଏବେ ବ୍ୟାପିବାରେ ଲାଗିଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଁ ୨ଟି ଦମକଳବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏହି
Read More...

କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ

କଟକ : କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ । ରେକର୍ଡ ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । ଫଳରେ ରେକର୍ଡ ରୁମ୍‌ରେ ଥିବା ବିଭିନ୍ନ ଆସବାବପତ୍ର ଜଳିଯାଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି । ନିଆଁରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଗଠନ

କଟକ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଅତିରିକ୍ତ ଡିଜି ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ଡିଏସ୍‌ପି ରମେଶ ଦୋରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌
Read More...